ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୧୬
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୧୬

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ

ଯିହୋବା ହିଁ ଲୋକମାନଙ୍କ ହୃଦୟରେ ସତ୍ୟର ବୀଜକୁ ବଢ଼ାନ୍ତି । (୧କରି ୩:୬-୯) ତେଣୁ ଯଦି ଆମେ ଶିଷ୍ୟ କରିବା କାମରେ ସଫଳତା ପାଇବା ପାଇଁ ଚାହୁଁ, ତେବେ ଆମକୁ ତାହାଙ୍କଠାରେ ପ୍ରାର୍ଥନା କରିବା ଉଚିତ୍‌ ।

ଆମେ ଯିହୋବାଙ୍କୁ ନିଜ ବିଦ୍ୟାର୍ଥୀମାନଙ୍କର ସମସ୍ୟାଗୁଡ଼ିକ ବିଷୟରେ ସ୍ପଷ୍ଟ ଭାବେ କହିପାରିବା । ଏବଂ ଏହା ମଧ୍ୟ କହିବା ଯେ ସେ ସାହସ ନ ହରାଇବା ପାଇଁ ତାଙ୍କୁ ସାହାଯ୍ୟ କରନ୍ତୁ । (ଫିଲିପ୍‌ ୧:୯, ୧୦) ଆମେ ସଠିକ୍‌ ଚିନ୍ତାଧାରା ରଖିବା ଓ ସଠିକ୍‌ ପଦକ୍ଷେପ ନେବା ପାଇଁ ପବିତ୍ର ଶକ୍ତି ମାଗିପାରିବା । (ଲୂକ ୧୧:୧୩) ଆମେ ନିଜ ବିଦ୍ୟାର୍ଥୀମାନଙ୍କୁ ପ୍ରାର୍ଥନା କରିବା ପାଇଁ ଶିଖାଇବା ଉଚିତ୍‌ ଓ ସେମାନଙ୍କୁ ପ୍ରାର୍ଥନା କରିବାରେ ପ୍ରୋତ୍ସାହନ ଦେବା ଉଚିତ୍‌ । ତାଙ୍କ ସହିତ ପ୍ରାର୍ଥନା କରିବାବେଳେ ଓ ଏକୁଟିଆ ପ୍ରାର୍ଥନା କରିବାବେଳେ ଆମେ ତାଙ୍କ ନାମ ନେବା ଉଚିତ୍‌ ।

ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ—ପ୍ରାର୍ଥନା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

  • ନୀତାଙ୍କ ସାମନାରେ କେଉଁ ସମସ୍ୟା ଆସିଲା ?

  • ପ୍ରଥମ କରିନ୍ଥୀୟ ୩:୬ ପଦକୁ ଧ୍ୟାନରେ ରଖି ନୀତା କʼଣ କଲେ ?

  • ନୀତାର ସମସ୍ୟା କିପରି ଦୂର ହେଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ