ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବାଙ୍କ ନିୟମଗୁଡ଼ିକୁ ମାନିବା ହିଁ ବୁଦ୍ଧିର କାମ
ଯିହୋବାଙ୍କ ନିୟମଗୁଡ଼ିକୁ ମାନିବା ହିଁ ବୁଦ୍ଧିର କାମ (ଦ୍ୱିବି ୪:୬; ଇନସାଇଟ୍-୨ ପୃ ୧୧୪୦ ¶୫)
ଆମ ପ୍ରତି ଧ୍ୟାନ ଦେଉଥିବା କିଛି ଲୋକମାନେ କହନ୍ତି ଯେ ଈଶ୍ୱରଙ୍କ ନିୟମଗୁଡ଼ିକୁ ମାନିବା ହିଁ ବୁଦ୍ଧିର କାମ (ଦ୍ୱିବି ୪:୬; ପ୍ର୯୯-ହି ୧୧/୧ ପୃ ୨୦ ¶୬-୭)
ଯିହୋବାଙ୍କ ଲୋକମାନେ ଦୁନିଆର ଲୋକମାନଙ୍କ ଅପେକ୍ଷା ଉତ୍ତମ ଜୀବନଯାପନ କରନ୍ତି (ଦ୍ୱିବି ୪:୭, ୮; ପ୍ର୦୭-ହି ୮/୧ ପୃ ୩୦ ¶୧୩)
ଯେତେବେଳେ କିଛି ଲୋକମାନେ ଦେଖନ୍ତି ଯେ ଈଶ୍ୱରଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକୁ ମାନିବା ଦ୍ୱାରା ଆମ ଚାଲିଚଳନ କେତେ ବଢ଼ିଆ, ସେତେବେଳେ ସେମାନେ ଆମ ସଂଗଠନ ଆଡ଼କୁ ଆକର୍ଷିତ ହୁଅନ୍ତି ।
ଯିହୋବାଙ୍କ ପରାମର୍ଶ ମାନିବା ଦ୍ୱାରା ଆପଣଙ୍କୁ କʼଣ କʼଣ ଲାଭ ହୋଇଛି ?