ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୧୧
  • ଉତ୍ସାହର ସହ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉତ୍ସାହର ସହ ଶିଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୧୧
ଜଣେ ଭାଇ ବାଇବଲ ଅଧୟନରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଶିଖାଉଛନ୍ତି । ଭାଇଙ୍କ ମୁହଁରେ ହସ ଓ ହାବଭାବ ଦେଖାଯାଉଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଉତ୍ସାହର ସହ ଶିଖାନ୍ତୁ

ଯଦି ଆମେ ଉତ୍ସାହର ସହ ଶିଖାଇବା, ତେବେ ଶ୍ରୋତାମାନଙ୍କଠାରେ ମଧ୍ୟ ଉତ୍ସାହ ଭରିଯିବ । ସେମାନେ ଆହୁରି ଆଗ୍ରହର ସହ ଆମ କଥା ଶୁଣିବେ । ସେମାନେ ବୁଝିପାରିବେ ଯେ ଆମ ବାର୍ତ୍ତା କେତେ ଜରୁରୀ । ଆମ ଭାଷା ଓ ସଂସ୍କୃତି ଯାହା ବି ହୋଇଥାଉ ପଛେ କିମ୍ବା ଆମ ସ୍ୱଭାବ ଯେପରି ହୋଇଥାଉ ନା କାହିଁକି, ଆମେ ଉତ୍ସାହର ସହ କହିବା ଶିଖିପାରିବା । (ରୋମୀ ୧୨:୧୧) ଏଥିପାଇଁ ଆମକୁ କʼଣ କରିବାକୁ ହେବ ?

ପ୍ରଥମେ ଆମକୁ ଏହା ବୁଝିବାକୁ ହେବ ଯେ ଆମେ ଯାହା ଶିଖାଉଛୁ, ତାହା କେତେ ମହତ୍ତ୍ୱ ରଖେ । ଆମ ପାଖରେ “ଶୁଭ ବିଷୟର ସୁସମାଚାର” ଅଛି । (ରୋମୀ ୧୦:୧୫) ଦ୍ୱିତୀୟ, ଆମକୁ ଭାବିବାକୁ ହେବ ଯେ ଆମେ ଯାହା ଶିଖାଉ ସେଥିରୁ ଲୋକମାନଙ୍କୁ କେତେ ଲାଭ ହେବ । ଏହା ଜାଣିବା ଲୋକମାନଙ୍କ ପାଇଁ ବହୁତ ଜରୁରୀ । (ରୋମୀ ୧୦:୧୩, ୧୪) ତାʼପରେ ଉତ୍ସାହର ସହ କହନ୍ତୁ । ନିଜ ହାତ ଓ ଚେହେରାରୁ ସ୍ୱାଭାବିକ ଭାବେ ହାବଭାବ କରନ୍ତୁ ।

ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଉତ୍ସାହର ସହ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ନିଜ ଦକ୍ଷତା ବ​—⁠ଉସାହର ସହ ଶିଖା’ ଭିଡିଓର ଏକ ଦୃଶ୍ୟ । ନୀତା ନିରାଶ ଅଛନ୍ତି, କାରଣ ନତା କହିଲେ ଯେ ସେ ସେଦିନ ବାଇବଲ ଅଧୟନ କରିବେ ନାହି ।

    ନୀତାଙ୍କ ଉତ୍ସାହ କାହିଁକି କମିଗଲା ?

  • ‘ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ନିଜ ଦକ୍ଷତା ବ​—⁠ଉସାହର ସହ ଶିଖା’ ଭିଡିଓର ଏକ ଦୃଶ୍ୟ । ନତା ବାଇବଲ ଅଧୟନରେ ବୋର ହେଉଛନ୍ତି ।

    ନୀତାଙ୍କଠାରେ ପୁଣିଥରେ କିପରି ଉତ୍ସାହ ଭରିଗଲା ?

  • ‘ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ନିଜ ଦକ୍ଷତା ବ​—⁠ଉସାହର ସହ ଶିଖା’ ଭିଡିଓର ଏକ ଦୃଶ୍ୟ । ନୀତା ଓ ନତା ଅଧୟନ ଶେଷ ହେବା ପରେ ଖୁସିରେ କଥା ହେଉଛନ୍ତି ।

    ଆମଠାରେ ଉତ୍ସାହ ହେଲେ ଅନ୍ୟମାନଙ୍କଠାରେ ମଧ୍ୟ ଉତ୍ସାହ ଭରିଯିବ

    ଆମେ ବିଦ୍ୟାର୍ଥୀଙ୍କ ଭଲ ଗୁଣଗୁଡ଼ିକ ପ୍ରତି କାହିଁକି ଧ୍ୟାନ ଦେବା ଉଚିତ୍‌ ?

  • ଆମେ ଉତ୍ସାହର ସହ ଶିଖାଇଲେ ଆମ ବିଦ୍ୟାର୍ଥୀ ଓ ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ