ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୯
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୯

ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ

ଯିହୋବା ଚାହାନ୍ତି ଯେ ଆମେ ତାହାଙ୍କ ଆଜ୍ଞା ହୃଦୟରୁ ପାଳନ କରୁ । (ହିତୋ ୩:୧) ତେଣୁ ଯେତେବେଳେ ଆମେ ଲୋକମାନଙ୍କୁ ଶିଖାଉ, ଆମେ ସେମାନଙ୍କ ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା ଉଚିତ୍‌ । ଏହା କିପରି କରିବା ?

ବିଦ୍ୟାର୍ଥୀଙ୍କୁ କେବଳ ବାଇବଲର ସତ୍ୟଗୁଡ଼ିକୁ ଶିଖାଇବା ଯଥେଷ୍ଟ ନୁହେଁ । ତାଙ୍କୁ ଏହା ମଧ୍ୟ ବୁଝାନ୍ତୁ ଯେ ସେହି ସତ୍ୟଗୁଡ଼ିକ ଅନୁସାରେ ତାଙ୍କୁ କʼଣ କରିବାକୁ ହେବ, ଯାହାଫଳରେ ସେ ଯିହୋବାଙ୍କ ସହ ଏକ ଭଲ ସମ୍ପର୍କ ବଜାୟ ରଖିପାରିବେ । ତାଙ୍କୁ ଶିଖାନ୍ତୁ ଯେ ଯିହୋବା ଆମକୁ ଦେଇଥିବା ସିଦ୍ଧାନ୍ତଗୁଡ଼ିକରୁ କିପରି ଜଣାପଡ଼େ ଯେ ସେ ଆମକୁ ପ୍ରେମ କରନ୍ତି, ଆମ ମଙ୍ଗଳ ଚାହାନ୍ତି ଏବଂ ସେଗୁଡ଼ିକୁ ମାନିବା ହିଁ ସଠିକ୍‌ ଅଟେ । ସେ ଯାହା ଶିଖୁଛନ୍ତି ସେବିଷୟରେ ସେ କʼଣ ଭାବନ୍ତି, ତାହା ଜାଣିବା ପାଇଁ ତାଙ୍କୁ ପ୍ରେମର ସହ କିଛି ପ୍ରଶ୍ନ ପଚାରନ୍ତୁ । ଯଦି କୌଣସି ମାମଲାରେ ତାଙ୍କ ଚିନ୍ତାଧାରା ଭୁଲ ଥାଏ କିମ୍ବା ତାଙ୍କର କୌଣସି ଖରାପ ଅଭ୍ୟାସ ଥାଏ, ତେବେ ତାଙ୍କୁ ତର୍କ କରି ବୁଝାନ୍ତୁ ଯେ ନିଜ ଚିନ୍ତାଧାରା ବଦଳାଇଲେ କିମ୍ବା ଖରାପ ଅଭ୍ୟାସ ଛାଡ଼ିଦେଲେ, ତାଙ୍କୁ କʼଣ ଲାଭ ହେବ । ଯେତେବେଳେ ଆମେ ଦେଖିବା ଯେ ଆମ ବିଦ୍ୟାର୍ଥୀ ହୃଦୟରୁ ଯିହୋବାଙ୍କୁ ପ୍ରେମ କରନ୍ତି, ଆମକୁ ବହୁତ ଖୁସି ମିଳିବ ।

ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଶିଷ୍ୟ କରିବାର କାମରେ ଖୁସି ପାଆ—ନିଜ ଦକ୍ଷତା ବ—ଦୟ ଛୁଇଁବାକୁ ଚେଷ୍ଟା କର ଭିଡିଓର ଏକ ଦୃଶ୍ୟ । ବାଇବଲ ଅଧୟନ କରିବା ବେଳେ ନୀତା ନତାଙ୍କୁ ଶ୍ନ ପଚାରୁଛନ୍ତି ।

    ନୀତା ନମ୍ରତାଙ୍କୁ କାହିଁକି ପଚାରିଲେ, “ଆମେ ଯାହା କଥା ହୋଇଥିଲୁ, କʼଣ ସେବିଷୟରେ ତମେ ଆହୁରି ଭାବିଲ ?”

  • ଶିଷ୍ୟ କରିବାର କାମରେ ଖୁସି ପାଆ—ନିଜ ଦକ୍ଷତା ବ—ଦୟ ଛୁଇଁବାକୁ ଚେଷ୍ଟା କର ଭିଡିଓର ଏକ ଦୃଶ୍ୟ । ନୀତା ବାଇବଲରୁ ତର୍କ କରି ବୁଝାଉଛନ୍ତି ।

    ନୀତା କିପରି ତର୍କ କଲେ ଯେ ଯିହୋବା ଆମକୁ ପ୍ରେମ କରୁଥିବାରୁ ସେ ଆମକୁ କିଛି ନିୟମ ଦେଇଛନ୍ତି ?

  • ଶିଷ୍ୟ କରିବାର କାମରେ ଖୁସି ପାଆ—ନିଜ ଦକ୍ଷତା ବ—ଦୟ ଛୁଇଁବାକୁ ଚେଷ୍ଟା କର ଭିଡିଓର ଏକ ଦୃଶ୍ୟ । ନତା ନୀତାଙ୍କ କଥା ଶୁଣୁଛନ୍ତି ।

    ଯଦି ଆମେ ବିଦ୍ୟାର୍ଥୀଙ୍କ ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା, ତେବେ ସେ ନିଜେ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବେ

    ନୀତା କିପରି ତର୍କ କରି ନମ୍ରତାଙ୍କୁ ବୁଝାଇଲେ ଯେ ସେ ଯିହୋବାଙ୍କ ପାଇଁ କେଉଁ କେଉଁ ଉପାୟରେ ପ୍ରେମ ଦେଖାଇପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ