ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୮
  • ମୋଶାଙ୍କ ନିୟମରୁ ଜଣାପଡ଼େ ଯେ ଯିହୋବା ପଶୁମାନଙ୍କର ଯତ୍ନ ନିଅନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୋଶାଙ୍କ ନିୟମରୁ ଜଣାପଡ଼େ ଯେ ଯିହୋବା ପଶୁମାନଙ୍କର ଯତ୍ନ ନିଅନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା କିଭଳି ଉପାସନା ଚାହାନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ମୋଶାଙ୍କ ନିୟମରୁ ଜଣାପଡ଼େ ଯିହୋବା ସ୍ତ୍ରୀ ଲୋକମାନଙ୍କର ଯତ୍ନ ନିଅନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୮

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମୋଶାଙ୍କ ନିୟମରୁ ଜଣାପଡ଼େ ଯେ ଯିହୋବା ପଶୁମାନଙ୍କର ଯତ୍ନ ନିଅନ୍ତି

ଯଦି କେହି କୌଣସି ପଶୁକୁ ବିପଦରେ ଥିବାର ଦେଖୁଥିଲା, ତେବେ ସେ ତାକୁ ରକ୍ଷା କରିବାର ଥିଲା (ଦ୍ୱିବି ୨୨:୪; ଇନସାଇଟ୍‌-୧ ପୃ ୩୭୫-୩୭୬)

ଯେଉଁ ପକ୍ଷୀ ନିଜ ଛୁଆ କିମ୍ବା ଅଣ୍ଡାଗୁଡ଼ିକ ଉପରେ ବସିଥିବ, ତାକୁ ଧରି ନେଇଯିବା ମନା ଥିଲା (ଦ୍ୱିବି ୨୨:୬, ୭; ଇନସାଇଟ୍‌-୧ ପୃ ୬୨୧ ¶୧)

ଏକାଭଳି ବଳ ନ ଥିବା ପଶୁମାନଙ୍କୁ ଜୁଆଳିରେ ବାନ୍ଧିବା ମନା ଥିଲା (ଦ୍ୱିବି ୨୨:୧୦; ପ୍ର୦୩-ହି ୧୦/୧୫ ପୃ ୩୨ ¶୧-୨)

ଗୋଟିଏ ବଳଦକୁ ଓ ଗୋଟିଏ ଗଧ ସହ ହଳ କରାଯାଉଛି । ଜୁଆଳି ବଙ୍କା ହୋଇଯାଇଛି, କାରଣ ଗୋଟିଏ ପଶୁ ଅନ୍ୟ ପଶୁଠାରୁ ଛୋଟ ଅଛି ।

ଯିହୋବା ଚାହାନ୍ତି ଯେ ଆମେ ପଶୁମାନଙ୍କ ସହ ଭଲ ବ୍ୟବହାର କରୁ । କେବଳ ମଜା ପାଇଁ ପଶୁମାନଙ୍କୁ ହତ୍ୟା କରିବା କିମ୍ବା ସେମାନଙ୍କ ଶିକାର କରିବା ଭୁଲ ଅଟେ ।—ହିତୋ ୧୨:୧୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ