ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୨
  • ଯିହୋବାଙ୍କ ବାହୁରେ ସୁରକ୍ଷିତ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ବାହୁରେ ସୁରକ୍ଷିତ ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ମୋଶାଙ୍କ ନିୟମରୁ ଜଣାପଡ଼େ ଯିହୋବା ସ୍ତ୍ରୀ ଲୋକମାନଙ୍କର ଯତ୍ନ ନିଅନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସଠିକ୍‌ ନ୍ୟାୟ କରିବା ପାଇଁ ସିଦ୍ଧାନ୍ତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା କିଭଳି ଉପାସନା ଚାହାନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୨
ଯିହୋବା ଲୋହିତ ସାଗରରେ ମିଶରୀୟମାନଙ୍କୁ ବିନାଶ କରିଥିଲେ ସେହି ଘଟଣା ବିଷୟରେ ଜଣେ ବୃଦ୍ଧ ଭାଇ ବାଇବଲରେ ପଛନ୍ତି ଓ ଚିନ୍ତନ କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ବାହୁରେ ସୁରକ୍ଷିତ ରହନ୍ତୁ

ଯିହୋବା ଚାହାନ୍ତି ଯେ ଆମର ଚାଲିଚଳନ ଶୁଦ୍ଧ ରହୁ (ଦ୍ୱିବି ୩୩:୨୬; ଇନସାଇଟ୍‌-୨ ପୃ ୫୧)

ଯିହୋବା ଖୁସି ଖୁସି ଆମର ସାହାଯ୍ୟ କରନ୍ତି (ଦ୍ୱିବି ୩୩:୨୭; rr ପୃ ୧୨୦, ବକ୍ସ)

ମୋଶାଙ୍କ ଭଳି ଆମେ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ ଯେ ସେ ଆମକୁ ରକ୍ଷା କରିବେ (ଦ୍ୱିବି ୩୩:୨୯; ପ୍ର୧୧-ହି ୯/୧୫ ପୃ ୧୯ ¶୧୬)

ଯିହୋବା ସଦାବେଳେ ଆମକୁ ନିଜ ବାହୁରେ ସୁରକ୍ଷିତ ରଖନ୍ତି, ବିଶେଷ କରି କଠିନ ସମୟରେ । ଉଦାହରଣ ପାଇଁ, ଯେବେ ଆମେ ରୋଗରେ ପଡ଼ୁ, ନିରାଶ ହେଉ, ଦୁଃଖି ହେଉ କିମ୍ବା ନିଜ ଭୁଲ ପାଇଁ ପଶ୍ଚାତାପ କରୁଥାଉ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ