ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୮
  • ଯିହୋବା ଦାଉଦଙ୍କ ସହ ଚୁକ୍ତି କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଦାଉଦଙ୍କ ସହ ଚୁକ୍ତି କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କଠାରୁ ସାହାଯ୍ୟ ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କଠାରୁ ଅସରନ୍ତି ଆଶିଷ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଆୟୁବ ନିଜ ଚାଲିଚଳନ କିପରି ଶୁଦ୍ଧ ରଖିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବେକାରିଆ ଜିନିଷଗୁଡ଼ିକଠାରୁ ଦୂରେଇ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୮
ଦାଉଦ ନିଜ ମହଲରୁ ବାହାର ଆକୁ ଦେଖୁଛନ୍ତି ।

ଦାଉଦ ସେହି ଚୁକ୍ତି ବିଷୟରେ ଭାବୁଛନ୍ତି, ଯାହା ଯିହୋବା ତାଙ୍କୁ କରିଥିଲେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ଦାଉଦଙ୍କ ସହ ଚୁକ୍ତି କଲେ

ଯିହୋବା ଦାଉଦଙ୍କୁ ପ୍ରତିଜ୍ଞା କଲେ ଯେ ତାଙ୍କ ବଂଶ ହିଁ ରାଜକୀୟ ବଂଶ ହେବ (୨ଶାମୁ ୭:୧୧, ୧୨; ପ୍ର୧୦-ହି ୪/୧ ପୃ ୨୦ ¶୩; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଯିହୋବା ଦାଉଦଙ୍କ ସହ ଯେଉଁ ଚୁକ୍ତି କରିଥିଲେ, ସେଥିରୁ କିଛି କଥା ଖ୍ରୀଷ୍ଟଙ୍କ ଉପରେ ପୂରା ହେଲା (୨ଶାମୁ ୭:୧୩, ୧୪; ଏବ୍ରୀ ୧:୫; ପ୍ର୧୦-ହି ୪/୧ ପୃ ୨୦ ¶୪)

ଖ୍ରୀଷ୍ଟଙ୍କ ରାଜ୍ୟ ଜରିଆରେ ଲୋକମାନଙ୍କୁ ସବୁଦିନ ପାଇଁ ଆଶିଷ ମିଳୁଥିବ (୨ଶାମୁ ୭:୧୫, ୧୬; ଏବ୍ରୀ ୧:୮; ପ୍ର୧୪-ହି ୧୦/୧୫ ପୃ ୧୦ ¶୧୪)

ଯୀଶୁ ର୍ଗରୁ ନିଜ ସିଂହାସନରେ ବସି ଥିବୀ ଆକୁ ଦେଖୁଛନ୍ତି ।

ସୂର୍ଯ୍ୟ ଓ ଚନ୍ଦ୍ର ଭଳି ଖ୍ରୀଷ୍ଟଙ୍କ ରାଜ୍ୟ ମଧ୍ୟ ସବୁଦିନ ପାଇଁ ରହିବ । (ଗୀତ ୮୯:୩୫-୩୭) ଯେତେବେଳେ ଆପଣ ଆକାଶରେ ସୂର୍ଯ୍ୟ ଓ ଚନ୍ଦ୍ରକୁ ଦେଖନ୍ତି, ତେବେ ସେହି ଆଶିଷ ବିଷୟରେ ଭାବନ୍ତୁ ଯାହା ଯିହୋବା ତାଙ୍କ ରାଜ୍ୟରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଦେବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ