ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୪
  • “ଯୁଦ୍ଧ ଯିହୋବାଙ୍କର ଅଟେ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଯୁଦ୍ଧ ଯିହୋବାଙ୍କର ଅଟେ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସଫଳତା ମିଳିବା ସତ୍ତ୍ୱେ ନମ୍ର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ଈଶ୍ୱର ଯିହୋବାଙ୍କଠାରୁ ସାହସ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୪
ଯୁଦ୍ଧ କ୍ଷେତରେ ଗଲୀୟାତ ତା’ର ଢାଲ ବୋହିଥିବା ସୈନିକ ସହ ଛି ହୋଇଛି ଏବଂ ଦାଉଦଙ୍କୁ ଥଟ୍ଟା ପରିହାସ କରୁଛି ।

ଦାଉଦ ଗଲୀୟାତ ସହ ଲଢ଼ିବାକୁ ଯାଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ଯୁଦ୍ଧ ଯିହୋବାଙ୍କର ଅଟେ”

ଦାଉଦ ଯିହୋବାଙ୍କ ଉପରେ ବିଶ୍ୱାସ କରୁଥିଲେ କାରଣ ସେ ଯିହୋବାଙ୍କ ବିଷୟରେ ଶିଖିଥିଲେ ଏବଂ ଆଗରୁ ବି ଯିହୋବା ତାଙ୍କୁ ସାହାଯ୍ୟ କରିଥିଲେ (୧ଶାମୁ ୧୭:୩୬, ୩୭; ପ୍ରସ୧୬-ହି ସଂ. ୪ ପୃ ୧୧ ¶୨-୩)

ଦାଉଦ ଏହା ଭାବିଲେ ନାହିଁ ଯେ ଗଲୀୟାତ କେତେ ବଡ଼ ବରଂ ଏହା ଭାବିଲେ ଯେ ଯିହୋବାଙ୍କ ସାମନାରେ ଗଲୀୟାତ କିଛି ନୁହେଁ (୧ଶାମୁ ୧୭:୪୫-୪୭; ପ୍ରସ୧୬-ହି ସଂ. ୪ ପୃ ୧୧ ¶୮-ପୃ ୧୨ ¶୧)

ଯିହୋବା ଦାଉଦଙ୍କୁ ସାହାଯ୍ୟ କଲେ, ଯାହାଫଳରେ ସେ ସେହି ବଡ଼ ଓ ଶକ୍ତିଶାଳୀ ଶତ୍ରୁକୁ ଜୀବନରୁ ମାରିପାରିଲେ (୧ଶାମୁ ୧୭:୪୮-୫୦; ପ୍ରସ୧୬.୦୪-ହି ପୃ ୧୨ ¶୫; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଜଣେ ବ୍ୟକ୍ତି ସିଗାରେକୁ ଫିଙ୍ଗୁଛି ।

ଅନେକ ଥର ହୁଏତ ଆମକୁ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ଯେପରି, ଅତ୍ୟାଚାର ସହିବା କିମ୍ବା କୌଣସି ଖରାପ ଅଭ୍ୟାସକୁ ଛାଡ଼ିବା । କିନ୍ତୁ ଏହି ସମସ୍ୟାଗୁଡ଼ିକ ଆମକୁ କେତେ ବି ବଡ଼ ଲାଗୁ ନା କାହିଁକି ସର୍ବଶକ୍ତିମାନ ଯିହୋବାଙ୍କ ପାଇଁ ଏହା କିଛି ବି ନୁହେଁ ।—ଆୟୁ ୪୨:୧, ୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ