ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୧୩
  • ସବୁ ସମସ୍ୟା ନିଶ୍ଚୟ ଶେଷ ହେବ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସବୁ ସମସ୍ୟା ନିଶ୍ଚୟ ଶେଷ ହେବ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଧୈର୍ଯ୍ୟ ଧରିବା ଜାରି ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୧୩
ଚିତସମୂହ: “ଦୁନିଆରେ ପଛି ଫାଟ କି ଆମ ମଧରେ ଏକତା” ନାମକ ଭିଡିଓର ଏକ ଦୃଶ୍ୟ । ୧. ଗୋଟିଏ ସମ୍ମିଳନୀର ଚିତ ଯେଉଁଠି କଳା ରଙ୍ଗର ଭାଇଭଉଣୀ ଅଛନ୍ତି । ୨. ଗୋଟିଏ ଚିତରେ ଯେଉଁଠି ଧଳା ଓ କଳା ରଙ୍ଗର ଚୀନ ଓ ସେମାନଙ୍କ ପନୀମାନେ ଅଛନ୍ତି । ୩. ଦୁଇ ଜଣ ଭଉଣୀ, ଯେଉଁମାନଙ୍କ ବୟସ ଓ ରଙ୍ଗ ଭି ଅଛି, ସାଙ୍ଗରେ ମିଶି ସର୍ବସାଧାରଣରେ ସାକ୍ଷ୍ୟ ଦେଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସବୁ ସମସ୍ୟା ନିଶ୍ଚୟ ଶେଷ ହେବ

ଯେତେବେଳେ ଆମ ଉପରେ ସମସ୍ୟା ଆସେ, ସେତେବେଳେ ଆମେ ନିରାଶ ହୋଇପାରୁ । ଯଦି ଏହି ସମସ୍ୟା ବହୁତ ସମୟ ଯାଏ ରହେ, ତେବେ ଆମେ ଆହୁରି ଅଧିକ ନିରାଶ ହୋଇପାରୁ । ରାଜା ଶାଉଲଙ୍କ ଯୋଗୁଁ ଦାଉଦଙ୍କୁ ବହୁତ ସମୟ ଯାଏ ସମସ୍ୟାର ସାମନା କରିବାକୁ ପଡ଼ିଲା । କିନ୍ତୁ ତାଙ୍କୁ ବିଶ୍ୱାସ ଥିଲା ଯେ ଏହି ସମସ୍ୟାଗୁଡ଼ିକ ଶେଷ ହେବ ଏବଂ ଯିହୋବା ତାଙ୍କୁ ରାଜା କରିବାର ନିଜ ପ୍ରତିଜ୍ଞା ପୂରା କରିବେ । (୧ଶାମୁ ୧୬:୧୩) ଏହି କାରଣ ଯୋଗୁଁ ସେ ଧୈର୍ଯ୍ୟ ଧରିପାରିଲେ ଏବଂ ସେ ଯିହୋବାଙ୍କ ସମୟର ଅପେକ୍ଷା କଲେ ।

ଆମେ ନିଜ ପରିସ୍ଥିତି ବଦଳାଇବା ପାଇଁ ଭାବିଚିନ୍ତି କାମ କରିପାରିବା । (୧ଶାମୁ ୨୧:୧୨-୧୪; ହିତୋ ୧:୪) କିନ୍ତୁ ଅନେକ ଥର ଏସବୁ କରିବା ପରେ ମଧ୍ୟ ହୁଏତ ଆମ ସମସ୍ୟା ଦୂର ନ ହୁଏ । ସେତେବେଳେ ଆମେ ଧୈର୍ଯ୍ୟ ଧରିବା ଉଚିତ୍‌ ଏବଂ ଯିହୋବାଙ୍କ ସମୟର ଅପେକ୍ଷା କରିବା ଉଚିତ୍‌ । ଖୁବ୍‌ ଶୀଘ୍ର ସେ ଆମ ସବୁ ସମସ୍ୟାଗୁଡ଼ିକୁ ଦୂର କରିଦେବେ ଏବଂ ଆମ ଆଖିରୁ “ସମସ୍ତ ଅଶ୍ରୁଜଳ ପୋଛିଦେବେ ।” (ପ୍ରକା ୨୧:୪) ଆମ ସମସ୍ୟାଗୁଡ଼ିକ ଯିହୋବାଙ୍କ ସାହାଯ୍ୟରେ ଦୂର ହୁଏ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ କିନ୍ତୁ ଏହା ନିଶ୍ଚିତ ଯେ “ସବୁ ସମସ୍ୟା ନିଶ୍ଚୟ ଶେଷ ହେବ ।” ଏଥିରୁ ଆମକୁ ଅନେକ ସାନ୍ତ୍ୱନା ମିଳେ ।

ଦୁନିଆରେ ପଡ଼ିଛି ଫାଟ କିନ୍ତୁ ଆମ ମଧ୍ୟରେ ଏକତା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେରିକାର ଦକ୍ଷିଣରେ ଥିବା ଅଞ୍ଚଳରେ ରହୁଥିବା କିଛି ଭାଇଭଉଣୀଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ?

  • ସେମାନେ କିପରି ଧୈର୍ଯ୍ୟ ଧରିଲେ ଏବଂ ପ୍ରେମ ଦେଖାଇଲେ ?

  • ସେମାନେ କିପରି ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକୁ ଧ୍ୟାନ ଦେଲେ ?—ଫିଲିପ୍‌ ୧:୧୦

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ