ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୬
  • ଯିହୋବାଙ୍କଠାରୁ ସାହାଯ୍ୟ ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କଠାରୁ ସାହାଯ୍ୟ ନିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବା ଦାଉଦଙ୍କ ସହ ଚୁକ୍ତି କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ନ୍ୟାୟର ଈଶ୍ୱର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କଠାରୁ ସାହାଯ୍ୟ ନିଅନ୍ତୁ

ଆମେ ସାହାଯ୍ୟ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ ସେ ଶୁଣିବେ (୨ଶାମୁ ୨୨:୭)

ଯିହୋବା ଆମ ଶତ୍ରୁମାନଙ୍କଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି (୨ଶାମୁ ୨୨:୧୪-୧୮; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୧୯ ¶୧୧)

ଯିହୋବା ବିଶ୍ୱସ୍ତ ଅଟନ୍ତି, ସେ ଆମକୁ କେବେ ଏକୁଟିଆ ଛାଡ଼ନ୍ତି ନାହିଁ । ସେ ସବୁବେଳେ ଆମକୁ ସାହାଯ୍ୟ କରନ୍ତି (୨ଶାମୁ ୨୨:୨୬; ପ୍ର୧୩-ହି ୬/୧୫ ପୃ ୧୭-୧୮ ¶୪-୫)

ଚିତସମୂହ: ୧. ଜଣେ ଯୁବା ଭଉଣୀର ମା ରାଗରେ ତା’ ଉପରେ ପାଟି କରିବା ସହ ତା’ କାଶନଗୁକୁ ଚିରୁଛନ୍ତି ଏବଂ ସେ ଭଉଣୀ ମୁଣ୍ଡ ନୁଆଁଇ ତଳେ ବସିଛନ୍ତି । ୨. ସେହି ଭଉଣୀ ତା’ ବାଇବଲ ପଛନ୍ତି । ୩. ସେ ଭାଇଭଉଣୀମାନଙ୍କ ସହ ରାଜ୍ୟଘରେ କଥାବାର୍ତ୍ତା କରୁଛନ୍ତି ।

ଯିହୋବା ଆମ ସବୁ ସମସ୍ୟାକୁ ଦୂର କରିପାରିବେ । କିନ୍ତୁ ଅନେକ ଥର ସେ ସମସ୍ୟାକୁ ଦୂର କରନ୍ତି ନାହିଁ, ବରଂ ଆମକୁ ତାʼର ସାମନା କରିବା ପାଇଁ ସାହସ ଦିଅନ୍ତି । ସେ ପବିତ୍ର ଶକ୍ତି, ନିଜ ବାକ୍ୟ ବାଇବଲ ଏବଂ ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରନ୍ତି । (ଗୀତ ୫୫:୨୨) ଈଶ୍ୱରଙ୍କଠାରୁ ସାହସ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ