ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୧୪
  • ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ନ୍ୟାୟର ଈଶ୍ୱର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୧୪
ଜଣେ ବ୍ୟକ୍ତି ଅବଶାଲୋମଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି । ଅବଶାଲୋମ ନିଜ କିଛି ସେବକ ଏବଂ ଅନ୍ୟ ଇଏଲୀୟମାନଙ୍କ ସାମନାରେ ଆଣ୍ଡୁମା ତା’ ସହ କଥା ହେଉଛି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା

ଅବଶାଲୋମ ଚାହୁଁଥିଲା ଯେ ଲୋକମାନେ ତାଙ୍କ ପ୍ରଶଂସା କରନ୍ତୁ (୨ଶାମୁ ୧୫:୧; ଇନସାଇଟ୍‌-୧ ପୃ ୮୬୦)

ଅବଶାଲୋମ ଲୋକମାନଙ୍କୁ ମିଠା ମିଠା କଥା କହି ସେମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିଲା (୨ଶାମୁ ୧୫:୨-୬; ପ୍ର୧୨-ହି ୭/୧୫ ପୃ ୧୩ ¶୫)

ସେ ନିଜ ପିତାଙ୍କ ଜାଗାରେ ରାଜା ହେବାକୁ ଚାହୁଁଥିଲା (୨ଶାମୁ ୧୫:୧୦-୧୨; ଇନସାଇଟ୍‌-୧ ପୃ ୧୦୮୩-୧୦୮୪)

ଆମେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରିବା ଉଚିତ୍‌ ନୁହେଁ । ଆମେ ଭାବିବା ଉଚିତ୍‌ ଯେ ଆମ ଉଦ୍ଦେଶ୍ୟ କʼଣ । ଅନ୍ୟମାନଙ୍କ ପାଖରେ ଦେଖେଇ ହେବା ପରିବର୍ତ୍ତେ ଆମେ ସେମାନଙ୍କ ଭଲ ବିଷୟରେ ଚିନ୍ତା କରିବା ଉଚିତ୍‌ ।—ଫିଲିପ୍‌ ୨:୩, ୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ