ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୧୨
  • ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ନ୍ୟାୟର ଈଶ୍ୱର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୧୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ

ଅମ୍ନୋନ ତାମରର ରୂପରଙ୍ଗକୁ ଦେଖି ତା’ପ୍ରତି ଆକର୍ଷିତ ହୋଇଯାଇଥିଲା (୨ଶାମୁ ୧୩:୧, ୨; ଇନସାଇଟ୍‌-୧ ପୃ ୩୨)

ଅମ୍ନୋନ ତାମରର ବଳାତ୍କାର କଲା (୨ଶାମୁ ୧୩:୧୦-୧୫; ପ୍ର୧୭.୦୯-ହି ପୃ ୫ ¶୧୧)

ଅବଶାଲୋମ ଅମ୍ନୋନର ହତ୍ୟା କରାଇଲା (୨ଶାମୁ ୧୩:୨୮, ୨୯; ଇନସାଇଟ୍‌-୧ ପୃ ୩୩ ¶୧)

ଜଣେ ପୁଅ ଓ ଝିଅ କଫି ସପ୍‌ରେ ବସି ଖୁସି ଖୁସି କଥା ହେଉଛନ୍ତି ।

ବିବାହ ପୂର୍ବରୁ ଯେବେ ମଧ୍ୟ ପୁଅ ଏବଂ ଝିଅ ଭେଟନ୍ତି, ତେବେ ସେମାନେ କେଉଁ କଥା ଧ୍ୟାନ ରଖିପାରିବେ, ଯାହାଫଳରେ ସେମାନେ କୌଣସି ଭୁଲ କାମ କରିବେ ନାହିଁ ? ସେମାନେ ନିଜ ଉପରେ ସଂଯମ ରଖିବା ଉଚିତ୍‌ ଏବଂ ଏପରି କୌଣସି ଜାଗାକୁ ଯିବା ଉଚିତ୍‌ ନୁହେଁ କିମ୍ବା ଏପରି ପରିସ୍ଥିତିରେ ପଡ଼ିବା ଉଚିତ୍‌ ନୁହେଁ, ଯେଉଁଠି ସେମାନେ କୌଣସି ଭୁଲ କାମ କରିପାରନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ