ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୪
  • ଯିହୋବା ନ୍ୟାୟର ଈଶ୍ୱର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ନ୍ୟାୟର ଈଶ୍ୱର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କଠାରୁ ସାହାଯ୍ୟ ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ନ୍ୟାୟର ଈଶ୍ୱର

ଗିବୀୟୋନୀୟମାନଙ୍କ ସହ ଯେଉଁ ଅନ୍ୟାୟ ହୋଇଥିଲା, ତାହା ଯିହୋବା ଭୁଲିଲେ ନାହିଁ (୨ଶାମୁ ୨୧:୧, ୨)

ଶାଉଲ ଓ ତାଙ୍କ ବଂଶ ଗିବୀୟୋନୀୟମାନଙ୍କୁ ହତ୍ୟା କଲେ । ଏହି ପାପର କ୍ଷତିପୂରଣ ସୁନା କିମ୍ବା ରୂପାରୁ ହୋଇପାରି ନ ଥାʼନ୍ତା (ଗଣ ୩୫:୩୧, ୩୩; ୨ଶାମୁ ୨୧:୩, ୪)

ଗିବୀୟୋନୀୟମାନଙ୍କୁ ନ୍ୟାୟ ଦେବା ପାଇଁ ଶାଉଲଙ୍କ ବଂଶରୁ ସାତ ଜଣ ପୁରୁଷଙ୍କୁ ହତ୍ୟା କରାଗଲା (୨ଶାମୁ ୨୧:୫, ୬; ଇନସାଇଟ୍‌-୧ ପୃ ୯୩୨ ¶୧)

ଭି ଭି ବୟସର, ଦେଶ ଓ ଜାତିର ଯିହୋବାଙ୍କ ସାକ୍ଷୀମାନେ ଧୈର୍ଯ୍ୟର ସହିତ ଅତ୍ୟାଚାର ଓ ଜେଲ ଦଣ୍ଡ ସଛନ୍ତି ।

ଯେତେବେଳେ ଆମ ସହ ଅନ୍ୟାୟ ହୁଏ, ସେତେବେଳେ ଆମେ ରୋମୀୟ ୧୨:୧୯-୨୧ ପଦରେ ଲେଖାଥିବା କଥାକୁ କାହିଁକି ମନେ ରଖିବା ଉଚିତ୍‌ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ