ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୭
  • କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଧନୁ ନାମକ ଶୋକ ଗୀତରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଅହଂକାର ଯୋଗୁଁ ଅବଶାଲୋମ ବିଦ୍ରୋହୀ ହୋଇଗଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ନ୍ୟାୟର ଈଶ୍ୱର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଅମ୍ନୋନର ସ୍ୱାର୍ଥର ଖରାପ ପରିଣାମ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣଙ୍କ ବଳିଦାନ ପ୍ରକୃତରେ ଗୋଟିଏ ବଳିଦାନ ଅଟେ ?

ଦାଉଦଙ୍କୁ କୁହାଗଲା ଯେ ସେ ଅରୌଣାର ଖଳାରେ ଯିହୋବାଙ୍କ ପାଇଁ ଗୋଟିଏ ବେଦି ତିଆରି କରିବ (୨ଶାମୁ ୨୪:୧୮)

ଅରୌଣା ଦାଉଦଙ୍କୁ ନିଜ ଜମି ଓ ବଳିଦାନ ପାଇଁ ପଶୁ ଦେବାକୁ ଚାହୁଁଥିଲେ (୨ଶାମୁ ୨୪:୨୧-୨୩)

କିନ୍ତୁ ଦାଉଦ କହିଲେ ସେ ଏପରି ବଳିଦାନ ଚଢ଼ାଇବେ ନାହିଁ, ଯାହାର କୌଣସି ମୂଲ୍ୟ ସେ ଦେଇ ନାହାନ୍ତି (୨ଶାମୁ ୨୪:୨୪, ୨୫; ଇନସାଇଟ୍‌-୧ ପୃ ୧୪୬)

ଚିତସମୂହ: ତ୍ୟାଗ କରିବାର ଭି ଭି ଉପାୟ । ୧. ଭାଇଭଉଣୀମାନେ ରାଜ୍ୟ ଘର ନିର୍ମାଣ କାମରେ ସାହାଯ୍ୟ କରୁଛନ୍ତି । ୨. ଜଣେ ବୃଦ୍ଧା ଭଉଣୀ ଦାନ ବାକ୍ସରେ ଦାନ ଦେଉଛନ୍ତି । ୩. ଏକ ଦମ୍ପତି କାର୍ଟ ଲଗାଇ ଚାର କରୁଛନ୍ତି । ୪. ଭାଇ ଓ ଭଉଣୀମାନେ ରିଲିଫ କାମରେ ସହଯୋଗ କରୁଛନ୍ତି ।

ଯେତେବେଳେ ଆମେ ଯିହୋବାଙ୍କ ସେବା କରିବା ପାଇଁ ପରିଶ୍ରମ କରୁ, ନିଜ ସମୟ ଓ ସାଧନ ଦେଉ, ସେତେବେଳେ ଏହି ତ୍ୟାଗରୁ ସେ ଖୁସି ହୁଅନ୍ତି । (ପ୍ର୧୨-ହି ୧/୧୫ ପୃ ୧୮ ¶୮) ଆପଣ ପ୍ରଶଂସାରୂପ ବଳିଦାନ ଆହୁରି ଅଧିକ ଚଢ଼ାଇବା ପାଇଁ କେଉଁ ଲକ୍ଷ୍ୟ ରଖିପାରିବେ ?—ଏବ୍ରୀ ୧୩:୧୫.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ