ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୩
  • “ଦାନ କର”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଦାନ କର”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପ୍ରେମ ପାଇଁ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉଛୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • “କିଛି ସଞ୍ଚୟ କରି ରଖ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ‘ଦୁଇ କ୍ଷୁଦ୍ର ମୁଦ୍ରାର’ ମୂଲ୍ୟ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୩
ଜଣେ ବୃଦ୍ଧା ଭଉଣୀ ନିଜ ଟ୍ୟାବଲେଟରୁ ଅନଲାଇନ୍‌ ଦାନ କରୁଛନ୍ତି । ଚିତଗୁକ: ଆମ ଦାନଗୁକୁ ଅଲଗା ଅଲଗା ଉପାୟରେ ବ୍ୟବହାର କରାଯାଏ । ଯେପରି, (୧) ବୈଥେଲରେ କାଶନଗୁକର ଛପାକାମ ପାଇଁ, (୨) ଈରଙ୍କଠାରୁ ତାଲିମ୍‌ ପାଇବା ପାଇଁ ଥିବା ସ୍କୁଲଗୁକରେ, (୩) ସର୍ବସାଧାରଣରେ ସାକ୍ଷ୍‌ଯ ଦେବା ପାଇଁ ଏବଂ (୪) ନିର୍ମାଣ କାମ ପାଇଁ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ଦାନ କର”

ଯୀଶୁଙ୍କ କଥାରୁ ଜଣାପଡ଼େ ଯେ ଯେବେ ଜଣେ ଲୋକ ଉଦାର ଥାଏ, ତେବେ ତାକୁ ଦେଖି ଅନ୍ୟମାନେ ବି ଉଦାର ହୁଅନ୍ତି । (ଲୂକ ୬:୩୮) ଯଦି ଅନ୍ୟମାନଙ୍କୁ ଦେବା ଓ ଦାନ କରିବାକୁ ଆମେ ନିଜ ଅଭ୍ୟାସ କରିବା, ତେବେ ତାହା ଦେଖି ଭାଇଭଉଣୀମାନେ ବି ଉଦାର ହେବେ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବେ ।

ଖୁସିର ସହ ଅନ୍ୟମାନଙ୍କୁ ଦେବା ଓ ଦାନ କରିବା ଆମ ଉପାସନାର ଗୋଟିଏ ଭାଗ ଅଟେ । ଯେଉଁ ଭାଇଭଉଣୀ ହୃଦୟ ଖୋଲି ଦାନ ଦିଅନ୍ତି, ଆଉ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ଯିହୋବା ସେମାନଙ୍କ ଉପରେ ଧ୍ୟାନ ଦିଅନ୍ତି । ସେ ଏହା ବି ପ୍ରତିଜ୍ଞା କରିଛନ୍ତି ଯେ ସେ ସେମାନଙ୍କୁ ଆଶିଷ ଦେବେ ।—ହିତୋ ୧୯:୧୭.

ଆପଣଙ୍କ ଉଦାରତା ଆମେ କେବେ ଭୁଲିବା ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆପଣଙ୍କ ଦାନର ପଇସାରୁ ଭାଇଭଉଣୀଙ୍କୁ କିପରି ସାହାଯ୍ୟ କରାଯାଉଛି ?

  • ହୁଏତ ଆମେ ଯେଉଁ ଦାନ ଦେଉ ତାହା ବହୁତ କମ୍‌ ଥିବ, ତଥାପି ଆମେ କାହିଁକି ଦାନ ଦେଉଥିବା ଉଚିତ୍‌ ?—jw.org ୱେବସାଇଟ୍‌ରେ ଥିବା “ପ୍ରଚୁରତା ଅଭାବକୁ ପୂରଣ କରେ” ଲେଖା ମଧ୍ୟ ପଢ଼ନ୍ତୁ ।

ଅଧିକ ତଥ୍ୟ

ଯିହୋବାଙ୍କ ସାକ୍ଷୀମାନଙ୍କର କାମ ପାଇଁ ଆପଣ କିପରି ଦାନ ଦେଇପାରିବେ ? JW ଲାଇବ୍ରେରୀ ଆପ୍‌ର ମୁଖ୍ୟ ପୃଷ୍ଠାର ତଳେ ଦିଆଯାଇଥିବା ଲିଙ୍କ “ଦାନ” ଉପରେ କ୍ଲିକ୍‌ କରନ୍ତୁ । ଅନେକ ଦେଶଗୁଡ଼ିକରେ ଦାନ ଦେବା ବିଷୟରେ ଅଧିକ ଜାଣିବା ପାଇଁ “ବାରମ୍ବାର ପଚରାଯାଉଥିବା ପ୍ରଶ୍ନ” ଭାଗର ଲିଙ୍କ ଦିଆଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ