ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୩
  • “କିଛି ସଞ୍ଚୟ କରି ରଖ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “କିଛି ସଞ୍ଚୟ କରି ରଖ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • “ଦାନ କର”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆପଣଙ୍କ ପ୍ରେମ ପାଇଁ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉଛୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ‘ଦୁଇ କ୍ଷୁଦ୍ର ମୁଦ୍ରାର’ ମୂଲ୍ୟ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୩
ଜଣେ ବୃଦ୍ଧ ଭଉଣୀ ରାଜ୍ୟଘରେ ଥିବା ଦାନ ବାକ୍ସରେ ଦାନ ଦେଉଛନ୍ତି । ଚିତ୍ରଗୁଡ଼ିକ: ୧. ଭାଇଭଉଣୀମାନେ ନିର୍ମାଣ କାମରେ ସାହାଯ୍ୟ କରୁଛନ୍ତି । ୨. ଗୋଟିଏ JW ବ୍ରୋଡକାଷ୍ଟିଙ୍ଗ୍‌ କାର୍ଯ୍ୟକ୍ରମ । ୩. ଭାଇଭଉଣୀମାନେ ଟ୍ରକ୍‌ରୁ ରିଲିଫ୍‌ ଜିନିଷ ବାହାର କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“କିଛି ସଞ୍ଚୟ କରି ରଖ”

ଆମକୁ ଦାନ ଦେବାର ଯେଉଁ ସମ୍ମାନ ମିଳିଛି ତାକୁ ପରିସ୍ଥିତି ଉପରେ ଛାଡ଼ିବା ଉଚିତ୍‌ ନୁହେଁ, ବରଂ ଆମକୁ ନିୟମିତ ଭାବେ ଦାନ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ୍‌ । ପ୍ରେରିତ ପାଉଲ ଯେବେ ଏହା କହିଲେ ଯେ ଆମକୁ “କିଛି ସଞ୍ଚୟ କରି” ରଖିବା ଉଚିତ୍‌, ତେବେ ସେ ଏହା ହିଁ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ । (୧କରି ୧୬:୨) ଯଦି ଆମେ ଈଶ୍ୱରଙ୍କ ପ୍ରେରଣାରେ ଲେଖାଥିବା ଏହି ପରାମର୍ଶକୁ ମାନିବା, ତେବେ ଆମେ ସତ୍ୟ ଉପାସନାକୁ ସହଯୋଗ କରିପାରିବା ଓ ଏଥିରୁ ଆମକୁ ଖୁସି ମିଳିବ । ହୋଇପାରେ ଆମେ ଦାନରେ ବେଶି କିଛି ଦେଇପାରିବାନି । ତଥାପି ଆମେ ମନେରଖିପାରିବା ଯେ ଯିହୋବା ଜାଣନ୍ତି ଯେ ଆମେ ନିଜ ବହୁମୂଲ୍ୟ ଜିନିଷ ଦେଇ ତାଙ୍କର ସମ୍ମାନ କରିବାକୁ ଚାହୁଁ ଓ ତାହାକୁ ସେ ବହୁତ ବହୁମୂଲ୍ୟ ମନେକରନ୍ତି ।—ହିତୋ ୩:୯.

କିଛି ସଞ୍ଚୟ କରି ରଖିବା ପାଇଁ ଧନ୍ୟବାଦ ! ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ପଇସା ଦାନ ଦେବା ପାଇଁ ଆଗରୁ ଯୋଜନା ପ୍ରସ୍ତୁତ କରିବା ଦ୍ୱାରା କʼଣ ଲାଭ ହେବ ?

  • ଅନେକ ଭାଇଭଉଣୀ “କିଛି ସଞ୍ଚୟ କରି” ରଖିବା ପାଇଁ କʼଣ କରନ୍ତି ?

ଅଧିକ ବିବରଣୀ

ପଇସା ପୂରାଉଥିବା ହାତ “ଦାନ” ଆଇକନ୍‌କୁ ସୂଚାଏ ।

ଯିହୋବାଙ୍କ ସାକ୍ଷୀମାନଙ୍କ କାମ ପାଇଁ ଆପଣ ଦାନ କିପରି ଦେଇପାରିବେ ? JW ଲାଇବ୍ରେରୀ ଆପ୍‌ର ମୁଖ୍ୟ ପେଜ୍‌ରେ ତଳେ ଦିଆଯାଇଥିବା “ଦାନ” ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ । ଅନେକ ଦେଶରେ, ଦାନ କରିବା ବିଷୟରେ ଆହୁରି ଜାଣିବା ପାଇଁ “ବାରମ୍ବାର ପଚରାଯାଉଥିବା ପ୍ରଶ୍ନ” ଭାଗର ଲିଙ୍କ୍‌ ଦିଆଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ