ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୧୦
  • ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବା ଅସମ୍ଭବକୁ ସମ୍ଭବ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୧୦
ଯୀଶୁ ଓ ତାଙ୍କ ର୍ଗୀୟ ସେନା ଧଳା ରଙ୍ଗର ଘୋରେ ବସି ଈରଙ୍କ ଶତମାନଙ୍କୁ ବିନାଶ କରିବା ପାଇଁ ଆସୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି

ଯିହୋବା ଅଶୂରର ଲୋକମାନଙ୍କୁ ଇସ୍ରାଏଲ ଉପରେ କବ୍ଜା କରିବାକୁ ଦେଲେ (୨ରାଜା ୧୭:୫, ୬; ଇନସାଇଟ୍‌-୨ ପୃ ୯୦୮ ¶୫)

ଯିହୋବା ନିଜ ଲୋକମାନଙ୍କୁ ଏହି ଦଣ୍ଡ ଏଥିପାଇଁ ଦେଲେ କାରଣ ସେମାନେ ଏପରି କାମ କରିଥିଲେ, ଯାହା ଯିହୋବା ଘୃଣା କରନ୍ତି (୨ରାଜା ୧୭:୯-୧୨; ଇନସାଇଟ୍‌-୧ ପୃ ୪୧୪-୪୧୫)

ଏପରି କରିବା ପୂର୍ବରୁ ଯିହୋବା ତାଙ୍କ ପାଇଁ ବହୁତ ଧୈର୍ଯ୍ୟ ଧରିଲେ । ସେ ସେମାନଙ୍କୁ ବାରମ୍ବାର ଚେତାବନୀ ଦେବା ଜାରି ରଖିଲେ (୨ରାଜା ୧୭:୧୩, ୧୪)

ସ୍ୱର୍ଗରେ ରହୁଥିବା ଆମ ପିତା ଅପରିପୂର୍ଣ୍ଣ ମଣିଷମାନଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କ ପାଇଁ ବହୁତ ଧୈର୍ଯ୍ୟ ଧରନ୍ତି । (୨ପିତ ୩:୯) କିନ୍ତୁ ତାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି । ସେ ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ଖୁବ୍‌ ଶୀଘ୍ର ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ । ଏଥିରୁ ଆମେ କʼଣ ଶିଖୁ ? ପ୍ରଥମ କଥା, ଯେତେବେଳେ କେହି ଆମକୁ ପରାମର୍ଶ ଦିଅନ୍ତି, ସେତେବେଳେ ଆମେ ତାହା ମାନି ନିଜ ଭୁଲକୁ ସୁଧାରିବା । ଦ୍ୱିତୀୟ କଥା, ଆମେ ଉତ୍ସାହର ସହ ପ୍ରଚାର କାମ କରିବା ଜାରି ରଖିବା, କାରଣ ସମୟ ବହୁତ କମ୍‌ ଅଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ