ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୮
  • ଯିହୋବାଙ୍କ ସାହାଯ୍ୟରେ ଆପଣ କଠିନରୁ କଠିନ କାମ ମଧ୍ୟ କରିପାରିବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସାହାଯ୍ୟରେ ଆପଣ କଠିନରୁ କଠିନ କାମ ମଧ୍ୟ କରିପାରିବେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବାଙ୍କୁ ଭୟ କରନ୍ତୁ, ତାଙ୍କୁ କ୍ରୋଧିତ କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୮

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ସାହାଯ୍ୟରେ ଆପଣ କଠିନରୁ କଠିନ କାମ ମଧ୍ୟ କରିପାରିବେ

କିଛି ଲେବୀୟମାନଙ୍କୁ ଦ୍ୱାରପାଳର ଦାୟିତ୍ୱ ଦିଆଯାଇଥିଲା, ଯାହା ବହୁତ ବଡ଼ ଦାୟିତ୍ୱ ଥିଲା (୧ବଂଶା ୯:୨୬, ୨୭; ପ୍ର୦୫-ହି ୧୦/୧ ପୃ ୯ ¶୮)

ମୋଶାଙ୍କ ସମୟରେ ପୀନହସ୍‌ ପବିତ୍ର ତମ୍ବୁର ଦ୍ୱାରପାଳମାନଙ୍କର ଅଧ୍ୟକ୍ଷ ଥିଲେ (୧ବଂଶା ୯:୧୭-୨୦କ)

ଯିହୋବା ପୀନହସ୍‌ଙ୍କୁ ତାଙ୍କ ଦାୟିତ୍ୱ ପୂରା କରିବା ପାଇଁ ସାହାଯ୍ୟ କଲେ (୧ବଂଶା ୯:୨୦ଖ; ପ୍ର୧୧-ହି ୯/୧୫ ପୃ ୩୨ ¶୮)

ଚିତ୍ରଗୁଡ଼ିକ: ୧. ଜଣେ ଯୁବା ଭଉଣୀ ଗୋଟିଏ ବଡ଼ ମେସିନ୍‌ ଚଳାଉଛନ୍ତି । ୨. ଗୋଟିଏ ବୃଦ୍ଧ ସ୍ୱାମୀ ସ୍ତ୍ରୀ ଫୋନ୍‌ରେ ସାକ୍ଷ୍ୟ ଦେଉଛନ୍ତି । ୩. ଜଣେ ସ୍ୱାମୀ ସ୍ତ୍ରୀ ଏପରି ଜାଗାରେ ଯାଇ ପ୍ରଚାର କରୁଛନ୍ତି, ଯେଉଁ ଜାଗାରେ ପ୍ରଚାରକଙ୍କ ଅଧିକ ଆବଶ୍ୟକତା ଅଛି ।

ଯିହୋବା ଆମକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଦିଅନ୍ତି । ଯଦି ଆପଣଙ୍କୁ ଲାଗେ ଯେ କେଜାଣେ ମୁଁ ନିଜ କାମ ଠିକ୍‌ ଭାବରେ କରିପାରିବି ନା ନାହିଁ, ତେବେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । (ଫିଲିପ୍‌ ୨:୧୩) ଆପଣ ଜଣେ ଅନୁଭବୀ ଖ୍ରୀଷ୍ଟିୟାନ ଭାଇ କିମ୍ବା ଭଉଣୀଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ