ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୨
  • ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଲେବୀୟମାନଙ୍କ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସଠିକ୍‌ ନ୍ୟାୟ କରିବା ପାଇଁ ସିଦ୍ଧାନ୍ତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମନ୍ଦିରରେ ଉପାସନା କରିବାର ଭଲ ବ୍ୟବସ୍ଥା

ରାଜା ଦାଉଦ ଲେବୀମାନଙ୍କୁ ଓ ଯାଜକମାନଙ୍କୁ ମନ୍ଦିରରେ ସେବା କରିବା ପାଇଁ ଅଲଗା ଅଲଗା ଦଳରେ ଭାଗ କରିଦେଲେ (୧ବଂଶା ୨୩:୬, ୨୭, ୨୮; ୨୪:୧, ୩; ଇନସାଇଟ୍‌-୨ ପୃ ୨୪୧, ୬୮୬)

କୁଶଳ ସଙ୍ଗୀତଜ୍ଞ ଓ ନବଶିକ୍ଷିତମାନଙ୍କୁ ମନ୍ଦିରରେ ଗୀତ ଓ ସଙ୍ଗୀତ ବଜାଇବାର କାମ ଦିଆଗଲା (୧ବଂଶା ୨୫:୧, ୮; ପ୍ର୯୪-ହି ୫/୧ ପୃ ୧୬-୧୭ ¶୮)

ଲେବୀମାନଙ୍କୁ ଜଗିବା ପାଇଁ, ଭଣ୍ଡାରର ଦେଖାରେଖା କରିବା ପାଇଁ ଓ ଅନ୍ୟ ଦାୟିତ୍ୱଗୁଡ଼ିକ ଦିଆଗଲା (୧ବଂଶା ୨୬:୧୬-୨୦; ଇନସାଇଟ୍‌-୧ ପୃ ୮୯୮)

ସଭା ପୂର୍ବରୁ ରାଜ୍ୟଘରେ ଭାଇଭଉଣୀ । ୧. ସେମାନେ ଏକଅନ୍ୟ ସହ ଭେଟୁଛନ୍ତି ଓ କଥା ହେଉଛନ୍ତି । ୨. ଜଣେ ଭାଇ ଜଣେ ଭଉଣୀଙ୍କୁ ସୂଚନା ବୋର୍ଡରୁ କିଛି ଦେଖାଉଛନ୍ତି । ୩. ଜଣେ ଭଉଣୀ ଦାନ ବାକ୍ସରେ ପଇସା ଦେଉଛନ୍ତି । ୪. ଜଣେ ଭଉଣୀ କାଉଣ୍ଟରରୁ ଜଣେ ଭଉଣୀଙ୍କୁ କିଛି ପତ୍ରିକା ଦେଉଛନ୍ତି । ୫. ଷ୍ଟେଜ୍‌ରେ ଜଣେ ଭାଇ ମାଇକ୍‌ ଠିକ୍‌ କରୁଛନ୍ତି । ୬. ଜଣେ ଭାଇ ନିଜ ଛୋଟ ପୁଅ ସହ ମିଶି ସଫାସୁତୁରା କରୁଛନ୍ତି ।

ଆମେ ବ୍ୟବସ୍ଥିତ ଭାବେ ଯିହୋବାଙ୍କ ଉପାସନା କରୁ, କାରଣ ସେ ସବୁକିଛି ବ୍ୟବସ୍ଥିତ ଭାବେ କରନ୍ତି ।—୧କରି ୧୪:୩୩.

ଚିନ୍ତନ ପାଇଁ: କେଉଁ କଥାଗୁଡ଼ିକ ଦେଖାଏ ଯେ ଆଜି ଖ୍ରୀଷ୍ଟିୟାନ ମଣ୍ଡଳୀ ବହୁତ ଭଲଭାବେ ବ୍ୟବସ୍ଥିତ ଅଛି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ