ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମେ ପୃଷ୍ଠା ୧୫
  • ଲୋକମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଖୁସି ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲୋକମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଖୁସି ପାଆନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ସୁସମାଚାରରେ ଆଗ୍ରହ ଦେଖାଉଥିବା ଲୋକଙ୍କ ଶୀଘ୍ର ସହାୟତା କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମେ ପୃଷ୍ଠା ୧୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଲୋକମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଖୁସି ପାଆନ୍ତୁ

ଲୋକମାନଙ୍କ ସହିତ ସାଧାରଣ ବିଷୟରେ କଥାବାର୍ତ୍ତା କରିବା କେବଳ ମଜାଦାର ନୁହଁ ବରଂ ଏହା ସାକ୍ଷ୍ୟ ଦେବାର ବି ବହୁତ ବଢ଼ିଆ ଉପାୟ ଅଟେ । କିନ୍ତୁ ଅନେକ ଥର ହୁଏତ ଆମେ କଥାବାର୍ତ୍ତା ଆରମ୍ଭ କରିବା ବିଷୟରେ ଭାବି ଡରିଯିବା, କାରଣ ହୁଏତ ଆମେ ଭାବୁଥିବା ଯେ ତାଙ୍କ ସହିତ ବାଇବଲର କଥାଗୁଡ଼ିକ ବିଷୟରେ କିପରି କହିବା । ତେଣୁ ସାକ୍ଷ୍ୟ କିପରି ଦେବା, ସେ ବିଷୟରେ ଅଧିକ ଭାବିବା ପରିବର୍ତ୍ତେ ଭଲ ହେବ ଯେ ଆପଣ ଲୋକମାନଙ୍କ ଉପରେ ଆଗ୍ରହ ଦେଖାନ୍ତୁ । (ମାଥି ୨୨:୩୯; ଫିଲିପ୍‌ ୨:୪) ତାʼପରେ କଥା କଥାରେ ଯେବେ ଆପଣଙ୍କୁ ସାକ୍ଷ୍ୟ ଦେବାର ସୁଯୋଗ ମିଳିବ, ତେବେ ଆପଣ ବାଇବଲରୁ କିଛି କଥା କହିପାରିବେ । ଆଉ ଏପରି କରିବା ପାଇଁ ଆମ ପାଖରେ ଅନେକ ପ୍ରକାଶନ ମଧ୍ୟ ଅଛି ।

ଯଦି କଥାବାର୍ତ୍ତା କରିବା ସମୟରେ କୌଣସି ଏପରି ବିଷୟ ଆସେ ଯାହା ଉପରେ ଆପଣ ସାକ୍ଷ୍ୟ ଦେଇପାରିବେ, ତେବେ ଆପଣ ଆଗକୁ ଦିଆଯାଇଥିବା ପ୍ରକାଶନଗୁଡ଼ିକର ବ୍ୟବହାର କିପରି କରିପାରିବେ ?

JW.ORG ସମ୍ପର୍କ କାର୍ଡ଼ ।
jw.org ଲୋଗୋ ।
ଚିତ୍ରଗୁଡ଼ିକ: ଅନ୍ୟ ଅନ୍ୟ ଟ୍ରାକ୍ଟଗୁଡ଼ିକ । ୧. “ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି ?” ୨. “ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି ?” ୩. “ସୁଖୀ ପରିବାରର ରହସ୍ୟ କʼଣ ?” ୪. “ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି ?” ୫. “ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?” ୬. “ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇପାରିବେ କି ?” ୭. “ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?” ୮. “ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?”

“ଲୁହା ଲୁହାକୁ ସତେଜ କରେ”—କଥାବାର୍ତ୍ତା କିପରି ଆରମ୍ଭ କରିବା ? ନାମକ ଭିଡିଓ ଦେଖନ୍ତୁ  । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:

କଥାବାର୍ତ୍ତା ଆରମ୍ଭ କରିବାର ଦକ୍ଷତା ବଢ଼ାଇବା ପାଇଁ ଆମେ କେଉଁ ତିନୋଟି ପଦକ୍ଷେପ ନେଇପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ