ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୭
  • କʼଣ ପରିଶ୍ରମ କଲେ ଆପଣଙ୍କ ସମ୍ମାନ ଚାଲିଯାଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ପରିଶ୍ରମ କଲେ ଆପଣଙ୍କ ସମ୍ମାନ ଚାଲିଯାଏ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ନିହିମୀୟା ସେବା କରାଇଲେ ନାହିଁ ବରଂ ସେବା କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ କଥା ମାନନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଆଶା ପୂରା ନ ହେଲେ ମଧ୍ୟ ଖୁସି ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୭
ଇସ୍ରାଏଲୀୟ ପୁରୁଷ ଓ ସ୍ତ୍ରୀମାନେ ଯିରୂଶାଲମର ପ୍ରାଚୀର ନିର୍ମାଣ କରିବା କାମରେ ବହୁତ ପରିଶ୍ରମ କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ପରିଶ୍ରମ କଲେ ଆପଣଙ୍କ ସମ୍ମାନ ଚାଲିଯାଏ ?

ଇଲିୟାଶୀବ୍‌ ଓ ତାଙ୍କ ଭାଇମାନେ ଏପରି ଭାବିଲେ ନାହିଁ ଯେ ସେମାନେ ମହାଯାଜକ ଓ ଯାଜକ ଅଟନ୍ତି, ତେଣୁ ଯିରୂଶାଲମର ପ୍ରାଚୀର ତିଆରି କରିବା ସେମାନଙ୍କ କାମ ନୁହେଁ (ନିହି ୩:୧)

କିଛି ବଡ଼ ବଡ଼ ଲୋକମାନଙ୍କୁ ‘ବେକ ଦେବା’ ବା କାହାରି ଅଧୀନରେ ରହି କାମ କରିବା ମଞ୍ଜୁର ନ ଥିଲା (ନିହି ୩:୫; ପ୍ର୦୬-ହି ୨/୧ ପୃ ୯-୧୦ ¶୯)

ଏହି କାମ ବହୁତ କଷ୍ଟ ଓ ବିପଦପୂର୍ଣ୍ଣ ଥିଲା, ତଥାପି ଯେଉଁ ସ୍ତ୍ରୀମାନେ ଈଶ୍ୱରଙ୍କ ଆଜ୍ଞା ମାନିଲେ ସେମାନେ ଖୁସିର ସହ ସେହି କାମରେ ସାହାଯ୍ୟ କଲେ (ନିହି ୩:୧୨; ପ୍ର୧୯.୧୦-ହି ପୃ ୨୩ ¶୧୧)

ମଣ୍ଡଳୀରେ ଏପରି ଅନେକ କାମ ଅଛି, ଯାହାକୁ କରିବା ପାଇଁ ବହୁତ ପରିଶ୍ରମ ଲାଗେ କିମ୍ବା ଯାହାକୁ ଛୋଟ କାମ ବୋଲି ମନେ କରାଯାଏ ଓ ଯାହା ହୁଏତ କାହାରିକୁ ଦେଖାଯାଏ ନାହିଁ ।—ପ୍ର୦୪-ହି ୮/୧ ପୃ ୧୮ ¶୧୬.

ନିଜକୁ ପଚାରନ୍ତୁ: ‘ଯଦି ଖୁସିର ଖବର ଯୋଗୁଁ ମୋତେ ଏପରି କିଛି କାମ କରିବା ପାଇଁ କୁହାଯାଏ, ତେବେ ମୁଁ କିପରି ଅନୁଭବ କରେ ?’—୧କରି ୯:୨୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ