ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୧୩
  • ଆଶା ପୂରା ନ ହେଲେ ମଧ୍ୟ ଖୁସି ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆଶା ପୂରା ନ ହେଲେ ମଧ୍ୟ ଖୁସି ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କʼଣ ପରିଶ୍ରମ କଲେ ଆପଣଙ୍କ ସମ୍ମାନ ଚାଲିଯାଏ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୧୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆଶା ପୂରା ନ ହେଲେ ମଧ୍ୟ ଖୁସି ରହନ୍ତୁ

ଦାଉଦ ହୃଦୟରୁ ଯିହୋବାଙ୍କ ପାଇଁ ଗୋଟିଏ ସୁନ୍ଦର ମନ୍ଦିର ତିଆରି କରିବାକୁ ଚାହୁଁଥିଲେ (୧ବଂଶା ୧୭:୧, ୨; ପ୍ର୦୬-ହି ୮/୧ ପୃ ୧୨ ¶୧)

ଯିହୋବା ଦାଉଦଙ୍କୁ କହିଲେ ଯେ ଦାଉଦ ତାଙ୍କ ପାଇଁ ମନ୍ଦିର ତିଆରି କରିପାରିବେ ନାହିଁ (୧ବଂଶା ୧୭:୪)

ଦାଉଦ ସେହି କାମ ମନପ୍ରାଣ ଦେଇ କରୁଥିଲେ, ଯାହା ଯିହୋବା ତାଙ୍କୁ ଦେଇଥିଲେ (୧ବଂଶା ୧୭:୭; ୧୮:୧୪)

ଚିତ୍ରଗୁଡ଼ିକ: ୧. ନିରାଶ ଥିବା ଜଣେ ଭାଇ ହ୍ୱିଲ ଚେୟାରରେ ବସିଛନ୍ତି ଏବଂ ତାଙ୍କୁ ଅକ୍ସିଜେନ ଟ୍ୟାଙ୍କ ଲାଗିଛି । ୨. ସେହି ଭାଇ ଖୁସିର ସହ ଆଗ୍ରହ ଦେଖାଉଥିବା ଜଣେ ବ୍ୟକ୍ତିକୁ ସାକ୍ଷ୍ୟ ଦେଉଛନ୍ତି ।

ଯଦି ଅଧିକ ବୟସ, ଖରାପ ସ୍ୱାସ୍ଥ୍ୟ ବା କୌଣସି ଅନ୍ୟ କାରଣ ଯୋଗୁଁ ଆପଣ କୌଣସି ଦାୟିତ୍ୱ ତୁଲାଇବା ପାଇଁ ଯୋଗ୍ୟ ହୋଇପାରନ୍ତିନି, ତେବେ ଆମେ ନିରାଶ ହେବା ଉଚିତ୍‌ ନୁହଁ । ତାʼ ପରିବର୍ତ୍ତେ ଆମେ ଯାହା କରିପାରିବା, ତାହା ମନପ୍ରାଣ ଦେଇ କରିବା ଉଚିତ୍‌ ।—ପ୍ରେରି ୧୮:୫; ପ୍ର୨୧.୦୮-ହି ପୃ ୨୨-୨୩ ¶୧୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ