ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୧
  • ସମସ୍ୟା ଆସିଲେ ଶାନ୍ତ ଓ ନମ୍ର ହୋଇ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସମସ୍ୟା ଆସିଲେ ଶାନ୍ତ ଓ ନମ୍ର ହୋଇ ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବାଙ୍କର କ୍ରୋଧର ଦିନ ଆସିବା ପୂର୍ବରୁ ତାହାଙ୍କର ଅନ୍ୱେଷଣ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆପଣଙ୍କ ଚାଲିଚଳନ ସର୍ବଦା ଶୁଦ୍ଧ ରହୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୧
ଜଣେ ଯୁବା ଭାଇ ସଭାକୁ ଯିବା ପାଇଁ ଘରୁ ବାହାରୁଛନ୍ତି । ସେତେବେଳେ ତାଙ୍କ ପିତା ଯିଏ ସାକ୍ଷୀ ନୁହନ୍ତି, ତାଙ୍କ ଉପରେ ରାଗିଯାଇ ଉଚ୍ଚ ରରେ ପାଟି କରୁଛନ୍ତି । କି ଭାଇ ଜଣକ ଶାନ୍ତ ଅଛନ୍ତି । ତାଙ୍କ ଘରେ ବତ ମୂର୍ତ୍ତି ଓ ଚିତଗୁକ ଅଛି । ଆଉ ଏକ ସମାସ୍‌ ଗଛ ମଧ ଅଛି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସମସ୍ୟା ଆସିଲେ ଶାନ୍ତ ଓ ନମ୍ର ହୋଇ ରହନ୍ତୁ

ଯେତେବେଳେ ଲୋକେ ମୋଶାଙ୍କୁ ବିରକ୍ତ କରିବାକୁ ଲାଗିଲେ, ସେ ଚାପରେ ପଡ଼ିଗଲେ ଏବଂ ତାଙ୍କ ଶାନ୍ତ ଓ ନମ୍ର ଗୁଣର ପରୀକ୍ଷା ହେଲା । କʼଣ ସେ ନିଜକୁ ନିୟନ୍ତ୍ରଣ କରିବେ ନା ରାଗିଯିବେ ? (ଗଣ ୨୦:୨-୫; ପ୍ର୧୯.୦୨-ହି ପୃ ୧୨ ¶୧୯)

ମୋଶା ନିଜ ନିୟନ୍ତ୍ରଣ ହରାଇ ବସିଲେ । ସେ ଶାନ୍ତ ଓ ନମ୍ର ଗୁଣ ଦେଖାଇଲେ ନାହିଁ (ଗଣ ୨୦:୧୦; ପ୍ର୧୯.୦୨-ହି ପୃ ୧୩ ¶୨୦-୨୧)

ମୋଶା ଓ ହାରୋଣ ବହୁତ ବଡ଼ ଭୁଲ କରିଥିଲେ, ତେଣୁ ଯିହୋବା ସେମାନଙ୍କୁ ଦଣ୍ଡ ଦେଲେ (ଗଣ ୨୦:୧୦; ପ୍ର୧୦-ହି ୧/୧ ପୃ ୨୭ ¶୫)

ଯେଉଁ ବ୍ୟକ୍ତି ଶାନ୍ତ ଓ ନମ୍ର ସ୍ୱଭାବର ହୋଇଥାଏ, ସେ ଅହଂକାରୀ ହୋଇ ନ ଥାଏ । ସେ ଶୀଘ୍ର ରାଗିଯାଏ ନାହିଁ । ଯଦି କେହି ତାʼ ସହ ଖରାପ ବ୍ୟବହାର କରେ, ତେବେ ସେ ଶୀଘ୍ର ବିରକ୍ତ ହୁଏ ନାହିଁ । ସେ ଧୈର୍ଯ୍ୟ ଧରେ ଏବଂ ପ୍ରତିଶୋଧ ମନୋଭାବ ରଖେ ନାହିଁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ