ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଅଗଷ୍ଟ ପୃଷ୍ଠା ୩୨
  • ସମ୍ବନ୍ଧିତ ପଦଗୁଡ଼ିକରୁ ଲାଭ ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସମ୍ବନ୍ଧିତ ପଦଗୁଡ଼ିକରୁ ଲାଭ ପାଆନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଅଗଷ୍ଟ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ସମ୍ବନ୍ଧିତ ପଦଗୁଡ଼ିକରୁ ଲାଭ ପାଆନ୍ତୁ

ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ ବାଇବଲରେ ଦିଆଯାଇଥିବା ସମ୍ବନ୍ଧିତ ପଦଗୁଡ଼ିକୁ ପଢ଼ିଲେ ଜଣାପଡ଼େ ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ପରସ୍ପର ସହ ମେଳ ଖାଏ । ଗୋଟିଏ ପଦ ସହ ସମ୍ବନ୍ଧିତ ଅନ୍ୟ ପଦଗୁଡ଼ିକୁ ପଢ଼ିଲେ ଆମକୁ ଆହୁରି ତଥ୍ୟ ମିଳେ । ସମ୍ବନ୍ଧିତ ପଦଗୁଡ଼ିକୁ କିପରି ଖୋଜିବା ? ସର୍ବପ୍ରଥମେ ଏହା ଦେଖନ୍ତୁ ଯେ ଗୋଟିଏ ପଦରେ କୌଣସି ଶବ୍ଦ କିମ୍ବା ବାକ୍ୟର ପରେ, ଉପର ପଟେ କେଉଁ ନମ୍ବର ଦିଆଯାଇଛି । ଯଦି ଆପଣ ଛପା ଯାଇଥିବା ବାଇବଲ ବ୍ୟବହାର କରୁଛନ୍ତି, ତାହେଲେ ମଝିରେ ଦିଆଯାଇଥିବା ନମ୍ବରଗୁଡ଼ିକରେ ସେହି ନମ୍ବରକୁ ଖୋଜନ୍ତୁ । ସେହି ନମ୍ବରରେ ଦିଆଯାଇଥିବା ପଦଗୁଡ଼ିକ ସମ୍ବନ୍ଧିତ ପଦଗୁଡ଼ିକ ଅଟେ । jw.org ୱେବସାଇଟ୍‌ କିମ୍ବା JW ଲାଇବ୍ରେରୀ ଆପ୍‌ରେ ସମ୍ବନ୍ଧିତ ପଦଗୁଡ଼ିକୁ ଦେଖିବା ପାଇଁ ସେହି ନମ୍ବରରେ କ୍ଲିକ୍‌ କରନ୍ତୁ ।

ସମ୍ବନ୍ଧିତ ପଦଗୁଡ଼ିକରେ କʼଣ ତଥ୍ୟ ଦିଆଯାଇଥାଏ ? ଆସନ୍ତୁ କିଛି ଉଦାହରଣ ଉପରେ ଧ୍ୟାନ ଦେବା:

କୌଣସି ଘଟଣା ବିଷୟରେ ଆଉ କେଉଁଠି କୁହାଯାଇଛି ? କିଛି ସମ୍ବନ୍ଧିତ ପଦଗୁଡ଼ିକ ଆମକୁ ବାଇବଲର ଅନ୍ୟ ପଦଗୁଡ଼ିକ ଆଡ଼କୁ ନେଇକି ଯାଏ, ଯେଉଁଠି ସେହି ଘଟଣା ସହ ଜଡ଼ିତ ଆଉ କିଛି କଥା ଦିଆଯାଇଥିବ । ଯେପରି, ୨ ଶାମୁୟେଲ ୨୪:୧ ଏବଂ ୧ ବଂଶାବଳୀ ୨୧:୧ ଦେଖନ୍ତୁ ।

କୌଣସି କଥା କେଉଁଠୁ ନିଆଯାଇଛି ? କିଛି ସମ୍ବନ୍ଧିତ ପଦଗୁଡ଼ିକରୁ ଜଣାପଡ଼େ ଯେ ଗୋଟିଏ ପଦରେ ଲେଖାଥିବା କଥା କେଉଁଠୁ ନିଆଯାଇଛି । ଯେପରି, ମାଥିଉ ୪:୪ ଏବଂ ଦ୍ୱିତୀୟ ବିବରଣ ୮:୩ ଦେଖନ୍ତୁ ।

ଭବିଷ୍ୟତବାଣୀ କିପରି ପୂରା ହେଲା ? କିଛି ସମ୍ବନ୍ଧିତ ପଦଗୁଡ଼ିକରୁ ଜଣାପଡ଼େ ଯେ ଗୋଟିଏ ଭବିଷ୍ୟତବାଣୀ କିପରି ପୂରା ହେଲା । ଯେପରି ମାଥିଉ ୨୧:୫ ଏବଂ ଯିଖରୀୟ ୯:୯ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ