ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୯ ପୃଷ୍ଠା ୧୨
  • ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଚିତ୍ରଗୁଡ଼ିକରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୯ ପୃଷ୍ଠା ୧୨

ଅଧ୍ୟୟନ ୯

ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା

ବାଇବଲ ପଦ

ଆଦି ପୁସ୍ତକ ୧୫:୫

ସାରାଂଶ: ମୁଖ୍ୟ କଥାଗୁଡ଼ିକୁ ଭଲ ଭାବେ ବୁଝାଇବା ପାଇଁ ଆପଣ ଦେଖାଉଥିବା ଜିନିଷଗୁଡ଼ିକର ସଠିକ୍‌ ବ୍ୟବହାର କରନ୍ତୁ ।

ଏହା କିପରି କରିପାରିବେ:

  • ଏପରି ଜିନିଷ ଦେଖାନ୍ତୁ, ଯାହାଦ୍ୱାରା ଆପଣ ଆହୁରି ଭଲ ଭାବେ ଶିଖାଇପାରିବେ । ଚିତ୍ର, ମାନଚିତ୍ର, ନକ୍ସା, ସମୟରେଖା, ଭିଡିଓ କିମ୍ବା ଅନ୍ୟାନ୍ୟ ଉପକରଣଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ଉପରେ ଜୋର୍‌ ଦେବା ପାଇଁ ବ୍ୟବହାର କରନ୍ତୁ, ଛୋଟ ଛୋଟ ତଥ୍ୟ ଉପରେ ଜୋର୍‌ ଦେବା ପାଇଁ ନୁହେଁ । ଶ୍ରୋତାମାନେ କେବଳ ଆପଣ ଦେଖାଉଥିବା ଜିନିଷକୁ ମନେ ନ ରଖି ସେଥିରୁ ମିଳୁଥିବା ଶିକ୍ଷାକୁ ମଧ୍ୟ ଯେପରି ମନେ ରଖିବେ, ତାʼ ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ ।

  • ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ଦେଖାନ୍ତି, ତାହା ଆପଣଙ୍କ ଶ୍ରୋତାମାନେ ଯେପରି ଦେଖିପାରିବେ ।

    ବ୍ୟବହାରିକ ପରାମର୍ଶ

    ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ଦେଖାଇବାକୁ ଯୋଜନା କରୁଛନ୍ତି, ତାହା ପୂର୍ବରୁ ଭଲ ଭାବେ ପ୍ରସ୍ତୁତ କରି ରଖନ୍ତୁ ।

ପ୍ରଚାର ସେବାରେ

ଆମ ପ୍ରକାଶନରେ ଥିବା କୌଣସି ଚିତ୍ର ପ୍ରତି ଶ୍ରୋତାଙ୍କ ଧ୍ୟାନ ଆକର୍ଷଣ କରନ୍ତୁ ଏବଂ ସେ ଯାହା ଦେଖନ୍ତି, ତାʼ ଉପରେ ଟିପ୍ପଣୀ ଦେବା ପାଇଁ ତାଙ୍କୁ କୁହନ୍ତୁ । ମୁଖ୍ୟ କଥାଗୁଡ଼ିକ ଉପରେ ଜୋର୍‌ ଦେବା ପାଇଁ ଆବଶ୍ୟକ ଅନୁଯାୟୀ ଆହୁରି କିଛି ପ୍ରଶ୍ନ ପଚାରନ୍ତୁ । ଯେତେବେଳେ ଆପଣ କୌଣସି ଭିଡିଓ ଦେଖାନ୍ତି, ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଉପକରଣର ସ୍କ୍ରୀନ୍‌କୁ ଶ୍ରୋତା ଯେପରି ଭଲ ଭାବେ ଦେଖିପାରିବେ । ସାଧାରଣତଃ, ଭିଡିଓ ଚାଲିବା ସମୟରେ ଆପଣ କଥା କହିବା ଜରୁରୀ ନୁହେଁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ