ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • T-32 ପୃଷ୍ଠା ୧-୪
  • ସୁଖୀ ପରିବାରର ରହସ୍ୟ କʼଣ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସୁଖୀ ପରିବାରର ରହସ୍ୟ କʼଣ?
  • ସୁଖୀ ପରିବାରର ରହସ୍ୟ କʼଣ?
  • ପ୍ରାୟ ସମାନ ଲେଖା
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
    ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
    ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
    ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?
    ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?
ଆହୁରି ଦେଖନ୍ତୁ
ସୁଖୀ ପରିବାରର ରହସ୍ୟ କʼଣ?
T-32 ପୃଷ୍ଠା ୧-୪

ସୁଖୀ ପରିବାରର ରହସ୍ୟ କʼଣ?

ଆପଣଙ୍କ ମତରେ କି . . .

  • ପ୍ରେମ?

  • ଟଙ୍କା ପଇସା?

  • ନା ଆଉ କିଛି?

ବାଇବଲ କʼଣ କହେ

“ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ ।”—ଲୂକ ୧୧:୨୮, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ପ୍ରକୃତ ପ୍ରେମ ପାଇବେ ।—ଏଫିସୀୟ ୫:୨୮, ୨୯.

ପ୍ରକୃତ ଭକ୍ତି ପାଇବେ ।—ଏଫିସୀୟ ୫:୩୩.

ସମ୍ପୂର୍ଣ୍ଣ ସୁରକ୍ଷା ପାଇବେ ।—ମାର୍କ ୧୦:୬-୯.

ସୁଖୀ ପରିବାରିକ ଜୀବନର ଶ୍ୟ, ଜଣେ ମା ଓ ଝିଅ, ଗୋଟିଏ ଦମ୍ପତି ଏବଂ ମା ବାପା ଓ ସେମାନଙ୍କ ପୁଅ

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ଦୁଇଟି କାରଣ ଦେଖିବା:

  • ଈଶ୍ୱର ହିଁ ପରିବାରର ଆରମ୍ଭକର୍ତ୍ତା । ବାଇବଲ କହେ ଯେ ଯିହୋବାଙ୍କ ଠାରୁ ହିଁ “ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ ।” (ଏଫିସୀୟ ୩:୧୪, ୧୫) ଅନ୍ୟ କଥାରେ କହିବାକୁ ଗଲେ, ପରିବାର ଆଜି ଏଥିପାଇଁ ଅଛି କାରଣ ଯିହୋବା ଏହା ସୃଷ୍ଟି କରିଥିଲେ । ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଅଟେ?

    ଥରେ ଭାବି ଦେଖନ୍ତୁ: ଆପଣ ଗୋଟିଏ ସୁସ୍ୱାଦ ଖାଦ୍ୟ ଖାଉଛନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି ଏଥିରେ କʼଣ କʼଣ ମିଶିଛି । ଆପଣ କାହାକୁ ପଚାରିବେ? ନିସନ୍ଦେହ, ଯିଏ ତାହାକୁ ତିଆରି କରିଛନ୍ତି ।

    ଠିକ୍‌ ସେହିପରି, ଗୋଟିଏ ପରିବାର ସୁଖୀ କିପରି ହୋଇ ପାରିବ ସେଇ ବିଷୟରେ ପରିବାରର ଆରମ୍ଭକର୍ତ୍ତା ଯିହୋବା ହିଁ କହି ପାରିବେ ।—ଆଦିପୁସ୍ତକ ୨:୧୮-୨୪.

  • ଈଶ୍ୱର ଆପଣଙ୍କର ଚିନ୍ତା କରନ୍ତି । ଯିହୋବା ଈଶ୍ୱରଙ୍କ ଦ୍ୱାରା ଦିଆ ଯାଇଥିବା ଉପଦେଶଗୁଡ଼ିକୁ ପାଳନ କରିବା ହିଁ ବୁଦ୍ଧିମାନର କାମ ଅଟେ । କାହିଁକି? “କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।” (୧ ପିତର ୫:୬, ୭) ଯିହୋବା ଆମମାନଙ୍କର ସର୍ବଦା ଭଲ ଚାହାଁନ୍ତି । ପ୍ରକୃତରେ, ତାହାଙ୍କ ଉପଦେଶଗୁଡ଼ିକ ଆମ ପାଇଁ ବହୁତ ଲାଭଦାୟକ ।—ହିତୋପଦେଶ ୩:୫, ୬; ଯିଶାଇୟ ୪୮:୧୭, ୧୮.

ଏହା ଭାବି ଦେଖନ୍ତୁ

ଯୁବା ଦମ୍ପତି ଦୁହେ ମଣ୍ଡଳୀର ଜଣେ ଚୀନଙ୍କଠାରୁ ଉପଦେଶ ହଣ କରୁଛନ୍ତି; ସେମାନେ ଏକତ ବାଇବଲରୁ ପଛନ୍ତି

ଆପଣ କିପରି ଜଣେ ଭଲ ପତି, ପତ୍ନୀ ଓ ମାତା ପିତା ହୋଇ ପାରିବେ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଏଫିସୀୟ ୫:୧, ୨ ଏବଂ କଲସୀୟ ୩:୧୮-୨୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ