ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • T-35 ପୃଷ୍ଠା ୧-୪
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ପ୍ରାୟ ସମାନ ଲେଖା
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
    ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
    ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
    ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
    ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
ଆହୁରି ଦେଖନ୍ତୁ
ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
T-35 ପୃଷ୍ଠା ୧-୪
ବାପା ଓ ମା ମରି ଯାଇବା ନିଜ ଛୋଟ ଝିଅର ଫୋଟ ଦେଖୁଛନ୍ତି

ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?

ଆପଣ କʼଣ କହିବେ . . .

  • ହଁ ?

  • ନାହିଁ ?

  • କିମ୍ବା ହୋଇପାରେ ?

ବାଇବଲ କʼଣ କହେ

“ପୁନରୁତ୍ଥାନ ହେବ ।”—ପ୍ରେରିତ ୨୪:୧୫, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଆପଣା ଲୋକଙ୍କୁ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସାନ୍ତ୍ୱନା ।—୨ କରିନ୍ଥୀୟ ୧:୩, ୪.

ମରିବା ଭୟରୁ ମୁକ୍ତି ।—ଏବ୍ରୀ ୨:୧୫.

ମରିଥିବା ଲୋକଙ୍କ ସହ ପୁଣି ଦେଖା ହେବାର ପ୍ରକୃତ ଆଶା ।—ଯୋହନ ୫:୨୮, ୨୯.

ପୁନବୁତଥାନ ଆଶାରେ ଗୋଟିଏ ପରିବାର ଓ ଜଣେ ବିଧବା ସାନ୍ତନା ପାଉଛନ୍ତି

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି ?

ହଁ, ଆସନ୍ତୁ ଅତି କମ୍‌ରେ ତିନୋଟି କାରଣ ଦେଖିବା:

  • ଈଶ୍ୱର ହିଁ ଜୀବନଦାତା । ବାଇବଲ ଯିହୋବା ଈଶ୍ୱରଙ୍କୁ “ଜୀବନର ନିର୍ଝର” କହେ । (ଗୀତସଂହିତା ୩୬:୯; ପ୍ରେରିତ ୧୭:୨୪, ୨୫) ଯିଏ ସମସ୍ତ ପ୍ରାଣୀଙ୍କର ଜୀବନଦାତା, ତାହାଙ୍କ ପାଖରେ ମରିଥିବା ଲୋକଙ୍କୁ ପୁଣିଥରେ ଜୀବନ ଦେବାର ଶକ୍ତି ରହିଛି ।

  • ଅତୀତରେ ଈଶ୍ୱର ମୃତ ବ୍ୟକ୍ତିଙ୍କୁ ଜୀବିତ କରିଥିଲେ । ବାଇବଲରେ ଏପରି ଆଠଟି ଘଟଣା ଉଲ୍ଲେଖ ଅଛି, ଯେଉଁଥିରେ ଯୁବକ, ବୃଦ୍ଧ, ପୁରୁଷ ଓ ସ୍ତ୍ରୀମାନଙ୍କୁ ଏହି ପୃଥିବୀରେ ପୁନରୁତ୍ଥାନ କରା ଯାଇଥିଲା । ସେଥିମଧ୍ୟରୁ କେତେକଙ୍କର ମରିଯାଇ କିଛି ସମୟ ହୋଇ ଥିଲା, କିନ୍ତୁ ଜଣେ ଲୋକ ମରିବାର ଚାରିଦିନ ବିତି ଯାଇଥିଲା ।—ଯୋହନ ୧୧:୩୯-୪୪.

  • ଈଶ୍ୱର ପୁଣି ଥରେ ଏହା କରିବାକୁ ବ୍ୟାକୁଳ । ମୃତ୍ୟୁକୁ ଯିହୋବା ଘୃଣା କରନ୍ତି ଓ ଏହାକୁ ଶତ୍ରୁ ପରି ଦେଖନ୍ତି । (୧ କରିନ୍ଥୀୟ ୧୫:୨୬) ସେ ମୃତଲୋକଙ୍କୁ ପୁନରୁତ୍ଥାନ କରି, ମୃତ୍ୟୁକୁ ଧ୍ୱଂସ କରିବା ସହ ଏହା ଉପରେ ଜୟ କରିବା ଚାହଁନ୍ତି । ଯିହୋବା ଈଶ୍ୱର ମରି ଯାଇଥିବା ଲୋକଙ୍କୁ ଏହି ପୃଥବୀରେ ପୁଣିଜୀବିତ ଦେଖିବା ପାଇଁ ଅତି ବ୍ୟାକୁଳ ।—ଆୟୁବ ୧୪:୧୪, ୧୫.

ଏହା ଭାବି ଦେଖନ୍ତୁ

ଜଣେ ବାଳକ ଧାରେ ଧାରେ ଦ୍ଧ ହେଉଛି

ଆମେ କାହିଁକି ବୃଦ୍ଧା ହେଉ ଓ ମରି ଯାଉ ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଆଦିପୁସ୍ତକ ୩:୧୭-୧୯ ଏବଂ ରୋମୀୟ ୫:୧୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ