ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୪
  • ଯିହୋବା ମୋର ପ୍ରତିପାଳକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ମୋର ପ୍ରତିପାଳକ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ବଜାୟ ରଖିବା ବିଶ୍ୱାସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା, ଦେ ସାହସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୪

ଗୀତ ୪

ଯିହୋବା ମୋର ପ୍ରତିପାଳକ

(ଗୀତସଂହିତା ୨୩)

  1. ୧. ଯିହୋବା ତୁ ମୋ ପାଳକ,

    ଚାଲିବି ମୁଁ ତୋ ସାଥେ ।

    କର ଇଚ୍ଛା ମୋର ପୂରଣ,

    ତୁମେ ମୋ ମନ ଜାଣ ।

    ନିଅ ମୋତେ ତୃଣ ଭୂଇଁ,

    ସାନ୍ତ୍ୱନା ପାଉ ଯହିଁ ।

    ସର୍ବଦା ରଖୁଛ ମୋ ସୁରକ୍ଷା,

    ହୋଇ ତୁ ମୋ ବିଶ୍ୱସ୍ତ

    ସର୍ବଦା ରଖୁଛ ସୁରକ୍ଷା,

    ହୋଇ ତୁ ମୋ ବିଶ୍ୱସ୍ତ ।

  2. ୨. ଧର୍ମ ପଥେ ଚାଲେ ଯେବେ,

    ସତେଜ ପାଏ ତେବେ ।

    ରହିବି ବିଶ୍ୱସ୍ତ ତୁମରି,

    ଶୁଣ ମୋର ଗୁହାରି ।

    ବିପଦ ଯେତେ ବି ଆସୁ,

    ଡରିବିନି ମୁଁ କେବେ ।

    ତୁମେ ମୋର ସଦା ସାଥି ବନ୍ଧୁ,

    ସୁରକ୍ଷା କର ମୋର ।

    ତୁମେ ମୋ ସଦା ସାଥି ବନ୍ଧୁ,

    ସୁରକ୍ଷା କର ମୋର ।

  3. ୩. ଯିହୋବା ତୁ ମୋ ପାଳକ,

    ଚାଲିବି ମୁଁ ତୋ ସାଥେ ।

    ଅସହାୟ ସମୟରେ ମୁଁ,

    ପାଏ ବଳ, ସାହସ ।

    ଜାଣୁ ତୁ ସତ୍ୟ ଈଶ୍ୱର,

    ଅଛି ବିଶ୍ୱାସ ତୋଠି ।

    ସର୍ବଦା ତୋ ପ୍ରେମ ମୁଁ ପାଇଛି,

    ପାଏ ଜୀବନ ସାରା ।

    ସଦା ତୋ ପ୍ରେମ ମୁଁ ପାଇଛି,

    ପାଏ ଜୀବନ ସାରା ।

(ଗୀତ. ୨୮:୯; ୮୦:୧ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ