ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୯
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଆମ ସଭାଗୁଡ଼ିକରେ ଆସିଲେ ଆପଣଙ୍କୁ କʼଣ ଲାଭ ହେବ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୯

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ

ମଣ୍ଡଳୀର ସଭାଗୁଡ଼ିକ, ଶୁଦ୍ଧ ଉପାସନାର ଏକ ମୁଖ୍ୟ ଭାଗ ଅଟେ । (ଗୀତ ୨୨:୨୨) ଯେଉଁମାନେ ସଭାଗୁଡ଼ିକରେ ଯିହୋବାଙ୍କ ଉପାସନା କରିବାକୁ ଆସନ୍ତି, ତାଙ୍କୁ ଖୁସି ଏବଂ ଆଶିଷ ମିଳିଥାଏ । (ଗୀତ ୬୫:୪) ଯେତେବେଳେ ବାଇବଲ ବିଦ୍ୟାର୍ଥୀମାନେ ସଭାଗୁଡ଼ିକରେ ନିୟମିତ ଆସନ୍ତି, ସେତେବେଳେ ସେମାନେ ଶୀଘ୍ର ଉନ୍ନତି କରନ୍ତି ।

ଆପଣ ଏପରି କʼଣ କରିପାରିବେ ଯାହାଫଳରେ ବିଦ୍ୟାର୍ଥୀ ସଭାଗୁଡ଼ିକରେ ଆସି ଜାରି ରଖିବେ ? ତାଙ୍କୁ ନିୟମିତ ସଭାଗୁଡ଼ିକରେ ଆସିବା ପାଇଁ କହନ୍ତୁ । ରାଜ୍ୟଘରେ କʼଣ ହୁଏ ? ନାମକ ଭିଡିଓ ଦେଖାନ୍ତୁ । ସଭାଗୁଡ଼ିକରେ ଆସିଲେ କʼଣ ଲାଭ ହୁଏ ତାହା କହନ୍ତୁ । (ଜୀବନ ବହି ପାଠ ୧୦) ଆପଣ ତାଙ୍କୁ ପୂର୍ବ ସଭାରେ ଶିଖିଥିବା କୌଣସି କଥା କହିପାରିବେ କିମ୍ବା ପରବର୍ତ୍ତୀ ସଭାର କିଛି କଥାଗୁଡ଼ିକ କହିପାରିବେ । ବିଦ୍ୟାର୍ଥୀମାନଙ୍କୁ ସଭାରେ ପଢ଼ାଯାଉଥିବା ପ୍ରକାଶନ ଦିଅନ୍ତୁ । ଆପଣ ତାଙ୍କୁ ନିଜ ସାଙ୍ଗରେ ରାଜ୍ୟଘରକୁ ମଧ୍ୟ ନେଇକି ଯାଇପାରିବେ । ବିଦ୍ୟାର୍ଥୀଙ୍କୁ ପ୍ରଥମ ଥର ସଭାରେ ଆଣିବା ପାଇଁ ଆପଣ ଯେଉଁ ପରିଶ୍ରମ କରିବେ, ତାହା କେବେ ମଧ୍ୟ ବେକାର ହେବ ନାହିଁ ।—୧କରି ୧୪:୨୪, ୨୫.

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭିଓର ଏକ ଦୃଶ୍ୟ “ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯୋଗଦେବା ପାଇଁ ସାହାଯ୍ୟ କର ।” ନୀତା ନତାଙ୍କୁ ସଭାକୁ ଆସିବା ପାଇଁ ନିମନ୍ତ୍ରଣ କରୁଛନ୍ତି ।

    ନୀତା କେଉଁ ସୁଯୋଗର ଲାଭ ଉଠାଇ ନମ୍ରତାଙ୍କୁ ସଭାରେ ଡାକିଲେ ?

  • ଭିଡିଓର ଏକ ଦୃଶ୍ୟ “ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯୋଗଦେବା ପାଇଁ ସାହାଯ୍ୟ କର ।” ମଣ୍ଡଳୀର ଏକ ସଭାରେ ନତା ନୀତା ପାଖରେ ବସିଛନ୍ତି ତାହା ଦେଖି ନୀତା ହସୁଛନ୍ତି ।

    ଯେବେ ଆମ ବିଦ୍ୟାର୍ଥୀ ସଭାଗୁଡ଼ିକରେ ଆସିବାକୁ ଲାଗନ୍ତି, ତେବେ ଆମକୁ କାହିଁକି ଖୁସି ହୁଏ ?

  • ଭିଡିଓର ଏକ ଦୃଶ୍ୟ “ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯୋଗଦେବାପାଇଁ ସାହାଯ୍ୟ କର ।” ମଣ୍ଡଳୀର ସଭା ପରେ ଭଉଣୀମାନେ ନତାଙ୍କୁ ହାତ ମିଳାଉଛନ୍ତି କରୁଛନ୍ତି ।

    “ଈଶ୍ୱର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି”

    ଯେତେବେଳେ ନମ୍ରତା ପ୍ରଥମ ଥର ସଭାରେ ଆସିଲେ, ତାଙ୍କୁ କିପରି ଲାଗିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ