ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୭
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ

ଯେଉଁମାନେ ଯିହୋବାଙ୍କ ନୈତିକ ମାନଦଣ୍ଡ ମାନନ୍ତି, କେବଳ ସେମାନେ ତାଙ୍କ ସାଙ୍ଗ ହୋଇପାରିବେ । (୧ପିତ ୧:୧୪-୧୬) ଯେତେବେଳେ ବାଇବଲ ବିଦ୍ୟାର୍ଥୀ ନିଜ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ନ୍ତି, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଭଲ ରହିପାରେ, ତାଙ୍କ ପଇସା କମ୍‌ ଖର୍ଚ୍ଚ ହୋଇପାରେ ଏବଂ ତାଙ୍କ ପରିବାରକୁ ଲାଭ ହୋଇପାରେ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବୁଝାନ୍ତୁ ଯେ ଯିହୋବାଙ୍କ ନୈତିକ ମାନଦଣ୍ଡଗୁଡ଼ିକ କʼଣ, ସେ ଆମକୁ ସେସବୁ କାହିଁକି ଦେଇଛନ୍ତି ଏବଂ ସେଗୁଡ଼ିକୁ ମାନିଲେ କʼଣ ଲାଭ ମିଳିବ । ତାଙ୍କୁ ସାହାଯ୍ୟ କରନ୍ତୁ ଯେ ସେ ନିଜ ଚିନ୍ତାଧାରା ବଦଳାଇବେ । ଏପରି କଲେ ସେ ନିଜଠାରେ ପରିବର୍ତ୍ତନ କରିବାକୁ ଲାଗିବେ । (ଏଫି ୪:୨୨-୨୪) ତାଙ୍କୁ ଭରସା ଦିଅନ୍ତୁ ଯେ ଯିହୋବାଙ୍କ ସାହାଯ୍ୟରେ ତାଙ୍କଠାରେ ବର୍ଷ ବର୍ଷରୁ ଯେଉଁ ଖରାପ ଅଭ୍ୟାସ ଅଛି ତାହା ସେ ଛାଡ଼ିପାରିବେ । (ଫିଲିପ୍‌ ୪:୧୩) ତାଙ୍କୁ ଶିଖାନ୍ତୁ ଯେ ଯେବେ ମଧ୍ୟ ତାଙ୍କୁ ଖରାପ କାମ କରିବା ପାଇଁ ଇଚ୍ଛା ହୁଏ, ସେ ଯିହୋବାଙ୍କୁ ପ୍ରାର୍ଥନା କରିବେ । ତାଙ୍କୁ କହନ୍ତୁ ଯେ କେଉଁ କେଉଁ ପରିସ୍ଥିତିରେ ତାଙ୍କ ଉପରେ ପୁଣି ଖରାପ କାମ କରିବାର ଚାପ ଆସିପାରେ । ତାଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେ ଏପରି କାମ କରିବେ, ଯେଉଁଥିରୁ ତାଙ୍କ ମନ ଖରାପ କାମଠାରୁ ଦୂରେଇ ରହିବ । ଯେତେବେଳେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ସାହାଯ୍ୟରେ ନିଜକୁ ବଦଳାନ୍ତି, ଆମକୁ ବହୁତ ଖୁସି ଲାଗେ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁକୁ ଛାବା ପାଇଁ ଶିଖା” ନାମକ ଭିଡିଓର ଏକ ଦୃଶ୍ୟ । ନୀତା ଓ ନତା ଚୀନମାନଙ୍କ ସହ କଥା ହେଉଛନ୍ତି ।

    କିପରି ଜଣାପଡ଼େ ଯେ ପ୍ରାଚୀନମାନଙ୍କୁ ଏବଂ ନୀତାଙ୍କୁ ଭରସା ଥିଲା ଯେ ନମ୍ରତା ନିଜ ଖରାପ ଅଭ୍ୟାସ ଛାଡ଼ିପାରିବେ ?

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁକୁ ଛାବା ପାଇଁ ଶିଖା” ନାମକ ଭିଡିଓର ଏକ ଦୃଶ୍ୟ । ନୀତା ନତାଙ୍କ ସହ ଅଧୟନ କରୁଛନ୍ତି ।

    ନୀତା ନମ୍ରତାଙ୍କୁ ସାହାଯ୍ୟ କିପରି କଲେ ?

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁକୁ ଛାବା ପାଇଁ ଶିଖା” ନାମକ ଭିଡିଓର ଏକ ଦୃଶ୍ୟ । ନତା ର୍ଥନା କରି ଯିହୋବାଙ୍କୁ ସାହାଯ୍ୟ ମାଗୁଛନ୍ତି ।

    ନମ୍ରତା ଯିହୋବାଙ୍କ ସାହାଯ୍ୟ କିପରି ନେଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ