ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୧୫
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୧୫

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ

ଯିହୋବା ଚାହାନ୍ତି ଯେ ଆମେ ପ୍ରେମ ଯୋଗୁଁ ତାଙ୍କ ସେବା କରୁ । (ମାଥି ୨୨:୩୭, ୩୮) ଯଦି ବିଦ୍ୟାର୍ଥୀ ଯିହୋବାଙ୍କୁ ପ୍ରେମ କରିବାକୁ ଲାଗେ, ତେବେ ତାଙ୍କୁ ନିଜଠାରେ ପରିବର୍ତ୍ତନ କରିବା ଏବଂ ଅନ୍ୟ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହସ ମିଳିବ । (୧ଯୋହ ୫:୩) ଏହି ପ୍ରେମ ତାଙ୍କୁ ବାପ୍ତିସ୍ମ ନେବା ପାଇଁ ସାହାଯ୍ୟ କରିବ ।

ବିଦ୍ୟାର୍ଥୀଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବା ତାଙ୍କୁ ବହୁତ ପ୍ରେମ କରନ୍ତି । କିପରି ? ତାଙ୍କୁ ପଚାରନ୍ତୁ, “ଏଥିରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?” କିମ୍ବା “ଏଥିରୁ କିପରି ଜଣାପଡ଼େ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ?” ତାଙ୍କୁ ଏହା ଜାଣିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବା ତାଙ୍କୁ କିପରି ସାହାଯ୍ୟ କରୁଛନ୍ତି । (୨ବଂଶା ୧୬:୯) ତାଙ୍କୁ କହନ୍ତୁ ଯେ ଯିହୋବା ଆପଣଙ୍କ ପ୍ରାର୍ଥନାର ଉତ୍ତର କିପରି ଦେଲେ । ତାʼପରେ ଏହା ଧ୍ୟାନ ଦେବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ଯେ ଯିହୋବା କିପରି ତାଙ୍କ ପ୍ରାର୍ଥନାର ଉତ୍ତର ଦେଲେ । ଯେତେବେଳେ ଆମେ ଦେଖୁ ଯେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ପ୍ରେମକୁ ବୁଝିପାରୁଛନ୍ତି ଏବଂ ବଦଳରେ ତାଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କ ସାଙ୍ଗ ହେବା ପାଇଁ ଚାହାନ୍ତି, ସେତେବେଳେ ଆମକୁ ବହୁତ ଖୁସି ଲାଗେ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତତା କରିବା ପାଇଁ ଶିଖା” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ନତା ଫୋନ୍‌ରେ କାହାରି ସହିତ କଥା ହେଉଛନ୍ତି ଏବଂ ବତ ଚିନ୍ତାରେ ଅଛନ୍ତି ବୋଲି ଜଣାପଛି ।

    ନମ୍ରତାଙ୍କ ସାମନାରେ କେଉଁ ସମସ୍ୟା ଆସିଲା ?

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତତା କରିବା ପାଇଁ ଶିଖା” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ନିତା ନତା ସହ କଥା ହେଉଛନ୍ତି ।

    ନିତା ନମ୍ରତାଙ୍କ ସାହାଯ୍ୟ କିପରି କଲେ ?

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତତା କରିବା ପାଇଁ ଶିଖା” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ନତା ମନେ ପକାଉଛନ୍ତି ଯେ ଯିହୋବା ଏବେ ଯାଏ କିପରି ତାଙ୍କୁ ସାହାଯ୍ୟ କରିଛନ୍ତି ।

    ନମ୍ରତା ନିଜ ସମସ୍ୟାର ସାମନା କରିବା ପାଇଁ କʼଣ କଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ