ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୧୬
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୧୬

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ

ଯିହୋବାଙ୍କର ମିତ୍ର ହେବା ପାଇଁ ହେଲେ ବାଇବଲ ବିଦ୍ୟାର୍ଥୀଙ୍କୁ ଭଲ ଲୋକଙ୍କ ସହିତ ସମୟ ବିତାଇବା ଉଚିତ୍‌ । (ଗୀତ ୧୫:୧, ୪) ଭଲ ସାଙ୍ଗ ସେମାନଙ୍କୁ ଭଲ କାମ କରିବାକୁ ଉତ୍ସାହ ଦେବେ ।—ହିତୋ ୧୩:୨୦; ଜୀବନ ବହି ପାଠ ୪୮ ।

ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ସେମାନଙ୍କ ପାଇଁ ପୁରୁଣା ସାଙ୍ଗମାନଙ୍କୁ ଛାଡ଼ିବା ଏତେ ସହଜ ନୁହେଁ । ଏଥିପାଇଁ ସେମାନଙ୍କ ସହିତ ବାଇବଲ ଅଧ୍ୟୟନ ସମୟ ଛଡ଼ା ଅନ୍ୟ ଦିନ ମଧ୍ୟ କଥା ହୁଅନ୍ତୁ । ଯେପରି, ଆପଣ ସେମାନଙ୍କୁ ମେସେଜ୍‌ କରିପାରିବେ, ଫୋନ କରିପାରିବେ, କିମ୍ବା ସେମାନଙ୍କ ସହିତ ମିଶିପାରିବେ । ଯେତେବେଳେ, ସେମାନେ ଧିରେ ଧିରେ ଉନ୍ନତି କରିବାକୁ ଲାଗିବେ, ଆପଣ ସେମାନଙ୍କୁ ଅନ୍ୟ ଭାଇଭଉଣୀମାନଙ୍କ ସହ ସମୟ ବିତାଇବା ପାଇଁ ଡାକିପାରିବେ । ତେବେ ସେମାନେ ପୁରୁଣା ସାଙ୍ଗମାନଙ୍କୁ ଛାଡ଼ି ଦୁଃଖିତ ହେବେ ନାହିଁ ବରଂ ନୂଆ ସାଙ୍ଗମାନଙ୍କୁ ପାଇ ଖୁସି ହେବେ । (ମାର୍କ ୧୦:୨୯, ୩୦) ଆପଣଙ୍କୁ ମଧ୍ୟ ଯିହୋବାଙ୍କ ପରିବାର ବଢ଼ିବାର ଦେଖି ଖୁସି ଲାଗିବ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଖରାପ ସଙ୍ଗତି କଲେ ତାʼର ପରିଣାମ କʼଣ ହୁଏ ?—୧କରି ୧୫:୩୩

  • ଖ୍ରୀଷ୍ଟିୟାନ ସଙ୍ଗତି ବିଷୟରେ ନମ୍ରତା କʼଣ ଭାବିଲେ ?

  • ନମ୍ରତାଙ୍କୁ ଭଲ ଲୋକଙ୍କ ସହ ସଙ୍ଗତି କରାଇବା ପାଇଁ ନୀତା କʼଣ କଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ