ସୂଚୀପତ୍ର
ଯିହୋବାଙ୍କ ସାକ୍ଷୀ
ଆମେ କିଏ
ପାଠ ୧-୪
ଯିହୋବାଙ୍କ ସାକ୍ଷୀମାନେ ସାରା ପୃଥିବୀରେ ୨୪୦ଟି ଦେଶ ଓ ଦ୍ୱୀପଗୁଡ଼ିକରେ ରହନ୍ତି । ସେମାନଙ୍କ ମଧ୍ୟରେ ସବୁ ଜାତି ଓ ସଂସ୍କୃତିର ଲୋକ ଅଛନ୍ତି । ଭିନ୍ନ ଭିନ୍ନ ଦେଶ ଏବଂ ସଂସ୍କୃତିରୁ ହୋଇଥିବା ସତ୍ତ୍ୱେ ସେମାନେ କାହିଁକି ଏକତାରେ ରହିପାରିଛନ୍ତି ? ଯିହୋବାଙ୍କ ସାକ୍ଷୀମାନେ କେଉଁ ପ୍ରକାରର ଲୋକ ଅଟନ୍ତି ?
ଆମ କାମ
ପାଠ ୫-୧୪
ଆମେ ଆମ ପ୍ରଚାର କାମ ପାଇଁ ସୁପରିଚିତ । ଏହା ସହିତ, ଆମେ ବାଇବଲର ଅଧ୍ୟୟନ ଏବଂ ଈଶ୍ୱରଙ୍କ ଉପାସନା କରିବା ପାଇଁ ରାଜ୍ୟଘରଗୁଡ଼ିକରେ ଏକତ୍ରିତ ହୋଇଥାଉ । ଆମ ସଭାଗୁଡ଼ିକରେ କʼଣ ହୁଏ ଏବଂ ସେଗୁଡ଼ିକରେ କିଏ ଆସିପାରିବେ ?
ଆମ ସଂଗଠନ
ପାଠ ୧୫-୨୮
ଏହା ଏକ ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ସଂଗଠନ ଅଟେ, ଯାହାର ଉଦ୍ଦେଶ୍ୟ କୌଣସି ଆର୍ଥିକ ଲାଭ ହାସଲ୍ କରିବା ନୁହେଁ । ଏହାର ସଦସ୍ୟ ସ୍ୱେଚ୍ଛାରେ ଈଶ୍ୱରଙ୍କ ସେବା କରନ୍ତି । ଏହା କିପରି ସଂଗଠିତ ହୋଇଛି, କାହା ଦ୍ୱାରା ପରିଚାଳିତ ହୁଏ ଏବଂ ଏହାର ପରିଚାଳନା ପାଇଁ ପଇସା କେଉଁଠୁ ଆସେ ? ଏହା ଆଜି ପ୍ରକୃତରେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛି କି ?