ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ:
୧. ଯିହୋବା କେଉଁ ପ୍ରକାର ଲୋକମାନଙ୍କୁ ଖୋଜୁଛନ୍ତି ? (ଯୋହ. ୪:୨୩, ୨୪)
୨. ଯିହୋବାଙ୍କୁ ହୃଦୟରୁ ସେବା କରିବା ପାଇଁ ପବିତ୍ର ଶକ୍ତି କିପରି ଆମକୁ ସାହାଯ୍ୟ କରିପାରିବ ? (ପ୍ରେରି. ୧୬:୬-୧୦; ୧ କରି. ୨:୧୦-୧୩; ଫିଲିପ୍. ୪:୮, ୯)
୩. ଆମେ ସତ୍ୟକୁ କିପରି ପ୍ରକାଶ କରୁ ? (୨ କରି. ୪:୧, ୨)
୪. ସତ୍ୟରେ ଉପାସନା କରିବାର ଅର୍ଥ କʼଣ ? (ହିତୋ. ୨୪:୩; ଯୋହ. ୧୮:୩୬, ୩୭; ଏଫି. ୫:୩୩; ଏବ୍ରୀ ୧୩:୫, ୬, ୧୮)
୫. ‘ସତ୍ୟତା କିଣି, ପୁଣି ତାହା ନ ବିକିବା’ ପାଇଁ ଆମେ କʼଣ କରିପାରିବା ? (ହିତୋ. ୨୩:୨୩)
© 2025 Watch Tower Bible and Tract Society of Pennsylvania
CA-copgm26-OI