‘ପବିତ୍ର ଶକ୍ତି ଓ ସତ୍ୟରେ ଉପାସନା’ କରନ୍ତୁ
ଯୋହନ ୪:୨୪
ସକାଳ କାର୍ଯ୍ୟକ୍ରମ
୯:୪୦ ସଂଗୀତ
୯:୫୦ ଗୀତ ସଂ. ୮୫ ଏବଂ ପ୍ରାର୍ଥନା
୧୦:୦୦ ‘ପିତା ଏହିପ୍ରକାର ଲୋକମାନଙ୍କୁ ଖୋଜୁଛନ୍ତି’
୧୦:୧୫ ପରିଚର୍ଚ୍ଚା: ‘ପବିତ୍ର ଶକ୍ତିରେ ଉପାସନା’ କରନ୍ତୁ
• ଯେବେ ଯିହୋବାଙ୍କଠାରୁ ମିଳୁଥିବା ନିର୍ଦ୍ଦେଶକୁ ବୁଝିବା କଷ୍ଟ ଲାଗେ
• ଯେବେ ନିରାଶାର ସାମନା କରିବାକୁ ପଡ଼େ
• ଯେବେ ଆମେ ଯିହୋବାଙ୍କ ସେବା ଆହୁରି ଅଧିକ କରିବାକୁ ଚାହୁଁ
୧୧:୦୫ ଗୀତ ସଂ. ୮୮ ଏବଂ ଘୋଷଣା
୧୧:୧୫ ଆମେ ସତ୍ୟ କିପରି ପ୍ରକାଶ କରୁ ?
୧୧:୩୫ ସମର୍ପଣ: ଗୋଟିଏ ଖାସ୍ ନିଷ୍ପତ୍ତି ଯାହାର ଅର୍ଥ ବି ବହୁତ ଖାସ୍
୧୨:୦୫ ଗୀତ ସଂ. ୫୧
ଦ୍ୱିପହର କାର୍ଯ୍ୟକ୍ରମ
୧:୨୦ ସଂଗୀତ
୧:୩୦ ଗୀତ ସଂ. ୭୨ ଏବଂ ପ୍ରାର୍ଥନା
୧:୩୫ ବାଇବଲ ଆଧାରିତ ଜନ ଭାଷଣ: ଠିକ୍ ଓ ଭୁଲ କʼଣ—କିପରି ଜାଣିବା ?
୨:୦୫ ପ୍ରହରୀଦୁର୍ଗର ସାରାଂଶ
୨:୩୫ ଗୀତ ସଂ. ୫୬ ଏବଂ ଘୋଷଣା
୨:୪୫ ପରିଚର୍ଚ୍ଚା: ‘ସତ୍ୟରେ ଉପାସନା’ କରନ୍ତୁ
• ପରିବାରରେ
• ଏହି ବିଭାଜିତ ଦୁନିଆରେ
• ଆର୍ଥିକ ସମସ୍ୟା ସମୟରେ
୩:୩୦ “ସତ୍ୟତା କିଣ, ପୁଣି ତାହା ବିକ ନାହିଁ”
୪:୦୦ ଗୀତ ସଂ. ୨୯ ଏବଂ ପ୍ରାର୍ଥନା