ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ସେପ୍ଟେମ୍ବର ପୃଷ୍ଠା ୪
  • ସଠିକ୍‌ ମନୋଭାବ ରଖି ଯୀଶୁଙ୍କର ଅନୁଗମନ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସଠିକ୍‌ ମନୋଭାବ ରଖି ଯୀଶୁଙ୍କର ଅନୁଗମନ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଧ୍ୟାନ ଦିଅନ୍ତୁ ଯେପରି ନିଜର ଓ ଅନ୍ୟର ବିଘ୍ନର କାରଣ ନ ହେବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଆପଣଙ୍କ ଚିନ୍ତାଧାରା କାହାର?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ସେପ୍ଟେମ୍ବର ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୫-୬

ସଠିକ୍‌ ମନୋଭାବ ରଖି ଯୀଶୁଙ୍କର ଅନୁଗମନ କରନ୍ତୁ

୬:୯-୧୧, ୨୫-୨୭, ୫୪, ୬୬-୬୯

ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ଏକ ଦୃଷ୍ଟାନ୍ତକୁ ବୁଝିପାରିଲେ ନାହିଁ, ସେତେବେଳେ ସେମାନଙ୍କ ମଧ୍ୟରୁ ଅନେକେ ନିଜ ବିଘ୍ନ ବା ବାଧାର କାରଣ ହେଲେ ଏବଂ ସେମାନେ ଯୀଶୁଙ୍କର ଅନୁଗମନ କରିବା ଛାଡ଼ିଦେଲେ । ଏହାର ମାତ୍ର ଗୋଟିଏ ଦିନ ପୂର୍ବେ, ଯୀଶୁ ଅଲୌକିକ ଭାବେ ସେମାନଙ୍କୁ ଖୁଆଇଥିଲେ ଏବଂ ସେ ପ୍ରମାଣିତ କରିଥିଲେ ଯେ ଏହି ଶକ୍ତି ତାହାଙ୍କୁ ଈଶ୍ୱରଙ୍କଠାରୁ ମିଳିଥିଲା । ତେବେ କେଉଁ କାରଣରୁ ସେମାନେ ତାହାଙ୍କର ଅନୁଗମନ କରିବା ଛାଡ଼ିଦେଲେ? ଏପରି ଜଣାପଡ଼େ ଯେ ଯୀଶୁଙ୍କର ଅନୁଗମନ କରିବା ପଛରେ ସେମାନଙ୍କର ସ୍ୱାର୍ଥ ଲୁଚି ରହିଥିଲା । ସେମାନେ କେବଳ ନିଜ ଶାରୀରିକ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଯୀଶୁଙ୍କର ଅନୁଗମନ କରୁଥିଲେ ।

ଆମେ ପ୍ରତ୍ୟେକେ ନିଜକୁ ପଚାରିବା ଉଚିତ୍‌: ‘ମୁଁ କାହିଁକି ଯୀଶୁଙ୍କର ଅନୁଗମନ କରେ? କʼଣ କେବଳ ଏଇଥିପାଇଁ ଯେ ମୋତେ ବର୍ତ୍ତମାନ ଆଶିଷ ମିଳୁଛି ଏବଂ ଭବିଷ୍ୟତରେ ମଧ୍ୟ ମିଳିବ? ନା ମୁଁ ଯିହୋବାଙ୍କୁ ପ୍ରେମ କରେ ଏବଂ ତାହାଙ୍କୁ ଖୁସି କରିବାକୁ ଚାହେଁ, ସେଇଥିପାଇଁ?’

ଯଦି ଆମେ କେବଳ ତଳେ ଥିବା କାରଣ ଯୋଗୁଁ ଯିହୋବାଙ୍କ ସେବା କରୁ, ତେବେ ଆମେ କାହିଁକି ନିଜ ବିଘ୍ନର କାରଣ ହୋଇପାରୁ?

  • ଆମକୁ ଯିହୋବାଙ୍କ ଲୋକମାନଙ୍କର ସଙ୍ଗତି ଭଲ ଲାଗେ

  • ଆମେ ପାରଦୀଶରେ ରହିବାକୁ ଚାହୁଁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ