ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୧
  • ପ୍ରଚାର କରିବାର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବାର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ●○○ ପ୍ରଥମ ସାକ୍ଷାତ
  • ○●○ ପ୍ରଥମ ପୁନଃସାକ୍ଷାତ
  • ○○● ଦ୍ୱିତୀୟ ପୁନଃସାକ୍ଷାତ
  • ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୪ ମାର୍ଚ୍ଚ–୭ ଏପ୍ରିଲ୍‌):
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୧
ଯୀଶୁ ଓ ତାହାଙ୍କ ବିସ୍ତ ଶିଷ୍ୟମାନେ ଭୁଭୋଜ ପାଇଁ ଆଉଜି ହୋଇ ବସିଛନ୍ତି  ।

ଯୀଶୁ ନିଜ ବିଶ୍ୱସ୍ତ ପ୍ରେରିତମାନଙ୍କ ସହ ଏକ ଚୁକ୍ତି କରୁଛନ୍ତି

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଈଶ୍ୱର ମଣିଷମାନଙ୍କୁ କାହିଁକି ସୃଷ୍ଟି କଲେ ?

ପଦ: ଆଦି ୧:୨୮

ଆର ଥରକୁ: ଆମେ କାହିଁକି କହିପାରିବା ଯେ ଈଶ୍ୱର ମଣିଷମାନଙ୍କ ପାଇଁ ଯାହା ଭାବିଛନ୍ତି, ତାହା ନିଶ୍ଚୟ ପୂରଣ କରିବେ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କʼଣ ଶିଖାଏ ?’ ବହି

    ଆମକୁ ଶିଖାଏ ୨୯ ¶୧

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଆମେ କାହିଁକି କହିପାରିବା ଯେ ଈଶ୍ୱର ମଣିଷମାନଙ୍କ ପାଇଁ ଯାହା ଭାବିଛନ୍ତି, ତାହା ନିଶ୍ଚୟ ପୂରଣ କରିବେ ?

ପଦ: ଯିଶା ୫୫:୧୧

ଆର ଥରକୁ: ଯେତେବେଳେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବ, ସେତେବେଳେ ଆମ ଜୀବନ କିପରି ହେବ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କʼଣ ଶିଖାଏ ?’ ବହି

    ଆମକୁ ଶିଖାଏ ୨୯ ¶୨

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଯେତେବେଳେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବ, ସେତେବେଳେ ଆମ ଜୀବନ କିପରି ହେବ ?

ପଦ: ଗୀତ ୩୭:୧୦, ୧୧

ଆର ଥରକୁ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କʼଣ ଶିଖାଏ ?’ ବହି

    ଆମକୁ ଶିଖାଏ ୩୫ ¶୧୭

ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୪ ମାର୍ଚ୍ଚ–୭ ଏପ୍ରିଲ୍‌):

“ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଏକ ବିଶେଷ କାର୍ଯ୍ୟକ୍ରମ ପାଇଁ ଏକାଠି ହେବେ। ଏହି କାର୍ଯ୍ୟକ୍ରମରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ ପାଳନ କରିବୁ। ଆମେ ଚାହୁଁ ଯେ ଆପଣ ମଧ୍ୟ ସେଠାକୁ ଆସନ୍ତୁ।” ତାʼପରେ ସେହି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ। “ଏହି ନିମନ୍ତ୍ରଣ ପତ୍ରରେ ଲେଖା ଅଛି ଯେ ଆମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କେବେ ଓ କେଉଁଠି ହେବ। ଏହାର ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ। ତାକୁ ଶୁଣିବା ପାଇଁ ମଧ୍ୟ ନିଶ୍ଚୟ ଆସିବେ।”

ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ