ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୮
  • ୨୭ ସେପ୍ଟେମ୍ବର–୩ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୭ ସେପ୍ଟେମ୍ବର–୩ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୮

୨୭ ସେପ୍ଟେମ୍ବର–୩ ଅକ୍ଟୋବର

ଯିହୋଶୂୟ ୬-୭

  • ଗୀତ ୧୪୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ‘ବେକାରିଆ ଜିନିଷଗୁଡ଼ିକଠାରୁ ଦୂରେଇ ରହନ୍ତୁ’: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଯିହୋ ୬:୨୦—ପ୍ରାଚୀନ ଯିରୀହୋ ସହରକୁ ଘେରାବନ୍ଦୀ ନ କରି ମଧ୍ୟ, ତାକୁ ଜୟ କରାଯାଇଥିଲା ଏହାର କʼଣ ପ୍ରମାଣ ଅଛି ? (ପ୍ର୧୫-ହି ୧୧/୧୫ ପୃ ୧୩ ¶୨-୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଯିହୋ ୬:୧-୧୪ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) (ଶିଖାଇବା  ଅଧ୍ୟୟନ ୯)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୧ ପଏଣ୍ଟ ନଂ. ୩ (ଶିଖାଇବା  ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୧

  • ସଂଗଠନକୁ ମିଳିଥିବା ସଫଳତା: (୫ ମି.) ସେପ୍ଟେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।

  • ଜାଣିଶୁଣି ଆଜ୍ଞା ନ ମାନିବାର ପରିଣାମ ଖରାପ ହୋଇଥାଏ : (୧୦ ମି.) ଆଲୋଚନା; ‘ଗୋଟିଏ ମଧ୍ୟ ପ୍ରତିଜ୍ଞା ପୂରଣ ନ ହୋଇ ରହିନି’—ଉଦ୍ଧୃତାଂଶ ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଯିହୋବା ଯିରୀହୋ ସହରର ବିନାଶ ବିଷୟରେ କʼଣ କʼଣ ଆଜ୍ଞା ଦେଇଥିଲେ ? ଆଖାନ୍‌ ଓ ତାʼପରିବାର କʼଣ କଲା ? ସେମାନେ ଏପରି କାହିଁକି କଲେ ? ଏହି ଘଟଣାରୁ ଆମକୁ କʼଣ କʼଣ ଶିକ୍ଷା ମିଳେ ? ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ଭିଡିଓକୁ ପୂରା ଦେଖନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୬, ପ୍ରଶ୍ନ ୩-୫, ପୃ ୧୩

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ