ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବେକାରିଆ ଜିନିଷଗୁଡ଼ିକଠାରୁ ଦୂରେଇ ରହନ୍ତୁ
ଆଖନ୍ କିଛି ଜିନିଷଗୁଡ଼ିକୁ ଲୋଭରେ ନେଲା ଯାହା ସେ ନେବାର ନ ଥିଲା (ଯିହୋଶୂୟ ୭:୧, ୨୦, ୨୧; ପ୍ର୧୦-ହି ୪/୧୫ ପୃ ୨୦ ¶୫)
ଏହାର ପରିଣାମ ତାʼର ପରିବାର ଓ ପୂରା ଇସ୍ରାଏଲ ଦେଶକୁ ଭୋଗିବାକୁ ପଡ଼ିଲା (ଯିହୋଶୂୟ ୭:୪, ୫, ୨୪-୨୬; ପ୍ର୯୭-ହି ୮/୧୫ ପୃ ୨୮ ¶୩)
ଆମେ ନିଜ ଇଚ୍ଛାଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଉଚିତ୍ । (୧ ଯୋହନ ୨:୧୫-୧୭; ପ୍ର୧୦-ହି ୪/୧୫ ପୃ ୨୧ ¶୮)
ଆମେ ବେକାରିଆ ଜିନିଷଗୁଡ଼ିକଠାରୁ ଦୂରେଇ ରହିବା ଉଚିତ୍, ଯାହା ନୂତନ ପୃଥିବୀରେ ମିଳିବ ନାହିଁ ।—୨ପିତ ୩:୧୩.