ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୮
  • ମନପ୍ରାଣ ଦେଇ ସେବା କଲେ ଅନେକ ଆଶିଷ ମିଳେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମନପ୍ରାଣ ଦେଇ ସେବା କଲେ ଅନେକ ଆଶିଷ ମିଳେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଆମ ସାହସ ଭାଙ୍ଗିବା ପାଇଁ ବିରୋଧୀମାନଙ୍କ ଷଡ଼ଯନ୍ତ୍ର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୮
ଇଲୀଶାୟ ବେମାର ଅଛନ୍ତି ଓ ସେ ବିଛଣାରୁ ହି ରାଜା ଯୋୟାଶ୍‌କୁ ପରାମର୍ଶ ଦେଉଛନ୍ତି । ଯୋୟାଶ୍‌ ନିଜ ହାତରେ ଚାରୋଟି ତୀର ଧରିଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମନପ୍ରାଣ ଦେଇ ସେବା କଲେ ଅନେକ ଆଶିଷ ମିଳେ

ଇଲୀଶାୟ, ରାଜା ଯୋୟାଶ୍‌କୁ ଗୋଟେ କାମ କରିବା ପାଇଁ କହିଲେ । ଯୋୟାଶ୍‌ ସେହି କାମକୁ ଯେପରି ଭାବେ କରନ୍ତା, ସେଥିରୁ ଜଣାପଡ଼ନ୍ତା ଯେ ଇସ୍ରାଏଲ, ଅରାମ ଉପରେ କେତେ ଜୟ ହାସଲ କରନ୍ତା (୨ରାଜା ୧୩:୧୫-୧୮)

ଯୋୟାଶ୍‌ ସେହି କାମକୁ ମନପ୍ରାଣ ଦେଇ କଲା ନାହିଁ । ତେଣୁ ସେ ଅରାମକୁ ପୂରାପୂରି ଜିତିପାରିଲା ନାହିଁ (୨ରାଜା ୧୩:୧୯; ପ୍ର୧୦-ହି ୪/୧୫ ପୃ ୨୬-୨୭ ¶୧୧)

ଯିହୋବା ସେହି ଲୋକମାନଙ୍କୁ ଅନେକ ଆଶିଷ ଦିଅନ୍ତି, ଯେଉଁମାନେ ତାଙ୍କୁ ମନପ୍ରାଣ ଦେଇ ଖୋଜନ୍ତି (ଏବ୍ରୀ ୧୧:୬; ପ୍ର୧୩-ଇଂ ୧୧/୧ ପୃ ୧୧ ¶୫-୬)

ନିଜକୁ ପଚାରନ୍ତୁ: ‘ମୁଁ ଯିହୋବାଙ୍କ ଉପାସନା କିପରି କରେ ? ଯେପରି, କʼଣ ମୁଁ ମନପ୍ରାଣ ଦେଇ ବାଇବଲ ପଢ଼େ ? ସଭାକୁ ଯିବା ଓ ପ୍ରଚାର କରିବା ପାଇଁ କଠିନ ପରିଶ୍ରମ କରେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ