ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୯
  • ଯିହୋବା ଆମ କଠିନ ପରିଶ୍ରମକୁ କେବେ ଭୁଲନ୍ତି ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଆମ କଠିନ ପରିଶ୍ରମକୁ କେବେ ଭୁଲନ୍ତି ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରତିଦିନ ଯିହୋବାଙ୍କର ପ୍ରଶଂସା କରନ୍ତୁ!
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯିହୋବା, ମୋର ଈଶ୍ୱର, ପିତା ଓ ବନ୍ଧୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ନିଜ କାମରୁ ଖୁସି ପାଆନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୯
“ଯିହୋବା କେବେ ଭୁଲନ୍ତି ନାହି” ନାମକ ଭିଡିଓର ଦୃଶ୍ୟ । ଚିତଗୁକ: ୧. ଅଭିନୟ କରି ଦେଖାଇ ଦିଆଯାଇଛି ଯେ କେଟକିର ଗୋଟିଏ ସକରେ ଭାଇ ଡେଭିଡ ହିବ୍‌ସମେନ୍‌ ଓ ଭାଇ ଓବ ବିୱନ୍‌ସ ଗଳାରେ ପୋଷ୍ଟର ଲଗାଇ ଯାଉଛନ୍ତି । ସେହି ପୋଷ୍ଟରରେ ଗୋଟିଏ ଭାଷଣର ବିଷୟ ଲେଖାଅଛି, “ସତ୍ୟର ସାମନା”, ଯାହା ଭାଇ ଯୋଷେଫ ରଦରଫୋର୍ଡ ଦେଇଥିଲେ । ୨. ଭାଇ ହିବ୍‌ସମେନ୍‌ ଗୁଆଟେମାଲାର ଶାଖା ସମିତିର ସଦସ୍ୟମାନଙ୍କୁ ଦେଖାହେଉଛନ୍ତି । ୩. ଭାଇ ହିବ୍‌ସମେନ୍‌ ଗୋଟିଏ ଅଧିବେଶନରେ ଭାଇଭଉଣୀମାନଙ୍କ ସହ ମିଶି ଫଟୋ ଉଠାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ଆମ କଠିନ ପରିଶ୍ରମକୁ କେବେ ଭୁଲନ୍ତି ନାହିଁ

ବେଳେବେଳେ ହୁଏତ ଆମକୁ ଲାଗିପାରେ ଯେ ଆମେ ଲୋକମାନଙ୍କ ପାଇଁ ଯେଉଁ ପରିଶ୍ରମ କରୁଛୁ, ତାହା କେହି ଧ୍ୟାନ ଦେଉନାହାନ୍ତି । ଏପରିକି କେହି ତାକୁ ମନେ ବି ରଖନ୍ତି ନାହିଁ । କିନ୍ତୁ ଆମେ ଯିହୋବାଙ୍କ ସେବା ପାଇଁ ଯେଉଁ ପରିଶ୍ରମ କରୁଛୁ, ତାʼ ବିଷୟରେ ଆପଣ କʼଣ କହିବେ ? ଯିହୋବା ସେସବୁ କେବେ ମଧ୍ୟ ଭୁଲିବେ ନାହିଁ । ସେ ଆମ କଠିନ ପରିଶ୍ରମକୁ ବହୁତ ମୂଲ୍ୟବାନ ମନେ କରନ୍ତି । ଏପରିକି ଯଦି ଆମେ ଅଧିକ ବୟସ ଯୋଗୁଁ କିମ୍ବା ଖରାପ ସ୍ୱାସ୍ଥ୍ୟ ଯୋଗୁଁ ତାଙ୍କ ସେବା ଅଧିକ କରିପାରୁ ନାହୁଁ, ତାହେଲେ ମଧ୍ୟ ସେ ଆମକୁ ଭୁଲିବେ ନାହିଁ । ସେ ଆମକୁ କେବେ ମଧ୍ୟ ଛାଡ଼ିବେ ନାହିଁ ।—ଏବ୍ରୀ ୬:୧୦.

ଯିହୋବା କେବେ ଭୁଲନ୍ତି ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭାଇ ହିବ୍‌ସମେନ୍‌ କେଉଁ ଅଲଗା ଅଲଗା ଉପାୟରେ ଯିହୋବାଙ୍କ ସେବାରେ କଠିନ ପରିଶ୍ରମ କଲେ ?

  • ଯେବେ ଭାଇ ହିବ୍‌ସମେନ୍‌ଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଗଲା ଓ ସେ ଅଧିକ ବୟସ ହେବାରୁ ବେଶି କରିପାରୁ ନ ଥିଲେ, ତେବେ ଯିହୋବା କିପରି ତାଙ୍କୁ ମନେ ରଖିଲେ ?

  • ଆମେ କାହିଁକି କହିପାରିବା ଯେ ସାରା ଜୀବନ ପୂର୍ଣ୍ଣ ସମୟର ସେବା କରିବା ଯୋଗୁଁ ଭାଇ ହିବ୍‌ସମେନ୍‌ଙ୍କ ଜୀବନ ବହୁତ ଖୁସିଭରା ଥିଲା ?—ହିତୋ ୧୦:୨୨

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ