ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପୃଷ୍ଠା ୫୮-୫୯
  • ଭାଗ ୫ରେ କʼଣ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଗ ୫ରେ କʼଣ ଅଛି
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଭାଗ ୧୧ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଭାଗ ୪ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ସେମାନେ ଯିହୋବାଙ୍କୁ ଗୋଟିଏ ପ୍ରତିଜ୍ଞା କଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଉପାସନା ପାଇଁ ପବିତ୍ର ତମ୍ବୁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପୃଷ୍ଠା ୫୮-୫୯
ଇସ୍ରାଏଲୀୟମାନେ ମାନ୍ନା ଠୁଳ କରୁଛନ୍ତି

ଭାଗ ୫ରେ କʼଣ ଅଛି

ଲୋହିତ ସାଗର ପାର କରି ଦୁଇ ମାସ ପରେ, ଇସ୍ରାଏଲୀୟମାନେ ସୀନୟ ପାହାଡ଼ ପାଖକୁ ପହଞ୍ଚିଲେ । ସେଠାରେ ଯିହୋବା ସେମାନଙ୍କ ସହ ଗୋଟିଏ ଚୁକ୍ତି କଲେ ଯେ ସେମାନେ ତାଙ୍କ ବିଶେଷ ରାଷ୍ଟ୍ର ହେବେ । ସେ ସେମାନଙ୍କର ରକ୍ଷା କଲେ ଏବଂ ସେମାନଙ୍କ ଆବଶ୍ୟକ ଜିନିଷଗୁଡ଼ିକ ଦେଲେ । ଯେପରି, ସେମାନଙ୍କୁ ଖାଇବା ପାଇଁ ମାନ୍ନା ଦେଲେ, ସେମାନଙ୍କ କପଡ଼ା କେବେ ବି ପୁରୁଣା ହୋଇ ଚିରିଲା ନାହିଁ ଏବଂ ସେମାନଙ୍କୁ ଏପରି ଜାଗାରେ ଛାଉଣି ଦେଇ ରହିବା ପାଇଁ କହିଲେ ଯେଉଁଠି କୌଣସି ବିପଦ ନ ଥିଲା । ଯଦି ଆପଣଙ୍କ ପିଲାମାନେ ଅଛନ୍ତି, ତେବେ ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବା କାହିଁକି ଇସ୍ରାଏଲୀୟମାନଙ୍କୁ ନିୟମ ଦେଲେ ଏବଂ ସେମାନଙ୍କ ପାଇଁ ପବିତ୍ର ତମ୍ବୁ ଓ ଯାଜକମାନଙ୍କ ବ୍ୟବସ୍ଥା କଲେ । ଜୋର୍‌ ଦେଇ କୁହନ୍ତୁ ଯେ ନିଜ ପ୍ରତିଜ୍ଞା ପୂରା କରିବା, ନମ୍ର ରହିବା ଏବଂ ସବୁବେଳେ ଯିହୋବାଙ୍କ ବିଶ୍ୱସ୍ତ ରହିବା କେତେ ଜରୁରୀ ଅଟେ ।

ଆମେ କʼଣ ଶିଖିବା

  • ଯଦି ଆପଣ ଯିହୋବାଙ୍କୁ କୌଣସି ପ୍ରତିଜ୍ଞା କରନ୍ତି ତେବେ ତାକୁ ନିଶ୍ଚୟ ପୂରା କରନ୍ତୁ

  • ଅହଂକାର, ଲୋଭ ଏବଂ ବିଦ୍ରୋହର ପରିଣାମ ସବୁବେଳେ ଖରାପ ହୋଇଥାଏ

  • ଯିହୋବା, ଇସ୍ରାଏଲୀୟମାନଙ୍କ ସହ ଧୈର୍ଯ୍ୟର ସହ ବ୍ୟବହାର କଲେ ଏବଂ ଯେବେ ସେମାନେ ତାଙ୍କ ବିଶ୍ୱସ୍ତ ରହିଲେ ନାହିଁ ତେବେ ବି ସେ ସେମାନଙ୍କ ଯତ୍ନ ନେଲେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ