ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମେ ପୃଷ୍ଠା ୩
  • କʼଣ ଆପଣ ପ୍ରସ୍ତୁତ ଅଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ପ୍ରସ୍ତୁତ ଅଛନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଏହି ‘ଶେଷକାଳର’ ଶେଷକାଳରେ ପ୍ରସ୍ତୁତ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • କʼଣ ଆପଣ ଭବିଷ୍ୟତରେ ଯେଉଁ ସମସ୍ୟା ଆସିବ ତାʼପାଇଁ ପ୍ରସ୍ତୁତ ଅଛନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସମସ୍ୟା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ବିପତ୍ତି ଆସିବା ପରେ କିପରି ସାହାଯ୍ୟ କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମେ ପୃଷ୍ଠା ୩
ଏକ ପରିବାର ନିଜ ଜରୁରୀକାଳୀନ ବ୍ୟାଗ୍‌ ସ୍ତୁତ କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ପ୍ରସ୍ତୁତ ଅଛନ୍ତି ?

କʼଣ ଆପଣ କୌଣସି ପ୍ରାକୃତିକ ବିପତ୍ତିର ସାମନା କରିବାକୁ ପ୍ରସ୍ତୁତ ଅଛନ୍ତି ? ଭୂମିକମ୍ପ, ବାତ୍ୟା, ନଈବଢ଼ି କିମ୍ବା ଜଙ୍ଗଲରେ ଲାଗୁଥିବା ନିଆଁ ହଠାତ୍‌ କେବେ ମଧ୍ୟ ଆସିପାରେ ଏବଂ ଭୟଙ୍କର କ୍ଷୟକ୍ଷତି କରିପାରେ । ଏହା ଛଡ଼ା ଆତଙ୍କବାଦୀ ଆକ୍ରମଣ, ଦଙ୍ଗା ଓ ମହାମାରୀ କେବେ ମଧ୍ୟ ଯେକୌଣସିଠାରେ ଆରମ୍ଭ ହୋଇପାରେ । (ଉପ ୯:୧୧) ଏହା ଭାବିବା ଭୁଲ୍‌ ହେବ ଯେ ଏଭଳି ଘଟଣା ଆମ ଅଞ୍ଚଳରେ ହେବ ନାହିଁ ।

ଯେକୌଣସି ବିପତ୍ତିର ସାମନା କରିବା ପାଇଁ ଆମ ପ୍ରତ୍ୟେକଙ୍କ ପକ୍ଷେ ଯାହା ସମ୍ଭବ, ତାହା ଆମେ ନିଶ୍ଚୟ କରିବା ଉଚିତ୍‌ । (ହିତୋ ୨୨:୩) ଏହା ସତ ଯେ ବିପତ୍ତି ସମୟରେ ଯିହୋବାଙ୍କ ସଂଗଠନ ଆମକୁ ସାହାଯ୍ୟ କରେ । ତଥାପି ଯେକୌଣସି ବିପତ୍ତିକୁ ସାମନା କରିବା ପାଇଁ ପ୍ରସ୍ତୁତ ରହିବା ଆମ ପ୍ରତ୍ୟେକଙ୍କର ଦାୟିତ୍ୱ ।—ଗାଲା ୬:୫

ପ୍ରାକୃତିକ ବିପତ୍ତିର ସାମନା କରିବାକୁ କʼଣ ଆପଣ ପ୍ରସ୍ତୁତ ଅଛନ୍ତି ? (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଜଣେ ଭାଇ ଏକ ତିକ ବିପତ୍ତି ପାଇଁ ବାଇବଲ ପ ଆଧକ ଭାବେ ସ୍ତୁତ ହେଉଛନ୍ତି ।
  • ଯିହୋବାଙ୍କ ସହ ମଜବୁତ୍‌ ସମ୍ପର୍କ ଆମକୁ ସମସ୍ୟା ସମୟରେ କିପରି ସାହାଯ୍ୟ କରିବ ?

    • • କୌଣସି ବିପତ୍ତି ଆସିବା ପୂର୍ବରୁ, ତୁରନ୍ତ, କିମ୍ବା ତାʼ ପରେ ପ୍ରାଚୀନମାନଙ୍କ ସମ୍ପର୍କରେ ରହିବା କାହିଁକି ଜରୁରୀ ?

    • • ଜରୁରୀକାଳୀନ ବ୍ୟାଗ୍‌ ପ୍ରସ୍ତୁତ ରଖିବା କାହିଁକି ଭଲ ହେବ ?—ସଜା୧୭-ହି ସଂ୫ ୬

    • • ଏହା ଆଲୋଚନା କରିବା କାହିଁକି ଜରୁରୀ ଯେ ଆମ ଅଞ୍ଚଳରେ କେଉଁ ବିପତ୍ତିଗୁଡ଼ିକ ଆସିପାରେ ଏବଂ ବିପତ୍ତି ଆସିଲେ ଆମେ କʼଣ କରିବା ?

  • ଚିତସମୂହ: ତିକ ବିପତ୍ତି ସମୟରେ ସାହାଯ୍ୟ କରିବାର କିଛି ଉପାୟ । ୧. ଜଣେ ଭାଇ ର୍ଥନା କରୁଛନ୍ତି । ୨. ରିଲିଫ କାମରେ ଭାଇମାନେ ଚ୍ଛାରେ ସାହାଯ୍ୟ କରୁଛନ୍ତି । ୩. ଜଣେ ଭାଇ ରାଜ୍ୟଘରେ ଏକ ଦାନ ବାକ୍ସରେ ଦାନ କରୁଛନ୍ତି ।

    ଆମେ କେଉଁ ତିନୋଟି ଉପାୟରେ ବିପତ୍ତିରେ ପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିପାରିବା ?

କʼଣ ଆପଣ ସାହାଯ୍ୟ କରିବାକୁ ଆଗକୁ ଆସିବେ ?

ରିଲିଫ କାମରେ ସହଯୋଗ କରିବା ପାଇଁ ବହୁତ ଭାଇଭଉଣୀମାନଙ୍କ ଆବଶ୍ୟକ ହୋଇଥାଏ । ଯଦି ଆପଣ ମଧ୍ୟ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ତୁରନ୍ତ ପ୍ରାଚୀନମାନଙ୍କୁ ଜଣାନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ