ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁଲାଇ ପୃଷ୍ଠା ୬
  • ନିସ୍ତାର ପର୍ବରୁ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିସ୍ତାର ପର୍ବରୁ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଦଶମ ଦଣ୍ତ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ନିସ୍ତାର ଓ ସ୍ମାରକ ମଧ୍ୟରେ ସମାନତା ଏବଂ ଅସମାନତା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ‘ସୁସ୍ଥିର ହୁଅ ଓ ଯିହୋବା କିପ୍ରକାରେ ଉଦ୍ଧାର କରିବେ ତାହା ଦେଖ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁଲାଇ ପୃଷ୍ଠା ୬
ମିଶର ଦେଶ ଛାବା ପୂର୍ବରୁ ଏକ ଇଏଲୀୟ ପରିବାର ଠିଆ ହୋଇଛନ୍ତି ଏବଂ ନିସ୍ତାର ଭୋଜି ଖାଉଛନ୍ତି   ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୨

ନିସ୍ତାର ପର୍ବରୁ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ?

୧୨:୫-୭, ୧୨, ୧୩, ୨୪-୨୭

ଯେତେବେଳେ ଯିହୋବା ଦଶମ ବିପତ୍ତି ଆଣିବାକୁ ଯାଉଥିଲେ, ସେଥିରୁ ରକ୍ଷା ପାଇବା ପାଇଁ ଇସ୍ରାଏଲୀୟମାନଙ୍କୁ ଯିହୋବାଙ୍କ ପରାମର୍ଶଗୁଡ଼ିକୁ ମାନିବାର ଥିଲା । (ଯାତ୍ରା ୧୨:୨୮) ନୀସନ୍‌ ମାସର ୧୪ ତାରିଖର ରାତିରେ ସମସ୍ତ ଇସ୍ରାଏଲୀୟ ପରିବାରଗୁଡ଼ିକୁ ନିଜ ନିଜ ଘରେ ଏକାଠି ହେବାର ଥିଲା । ସେମାନଙ୍କୁ ଏକ ପୁରୁଷ ମେଷଛୁଆ କିମ୍ବା ଛେଳିଛୁଆ ନେବାର ଥିଲା, ଯାହା ଗୋଟିଏ ବର୍ଷର ହୋଇଥିବ ଏବଂ ଯାହାଠାରେ କୌଣସି ଦୋଷ ବା ତ୍ରୁଟି ନ ଥିବ । ତାʼପରେ ସେମାନଙ୍କୁ ସେହି ପଶୁଟିକୁ ହତ୍ୟା କରିବାର ଥିଲା ଏବଂ ଏହାର ରକ୍ତକୁ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳୀ ଉପରେ ଲଗାଇବାର ଥିଲା । ଏହାପରେ ସେମାନଙ୍କୁ ସମ୍ପୂର୍ଣ୍ଣ ପଶୁଟିକୁ ନିଆଁରେ ଜଳାଇବାର ଥିଲା ଏବଂ ତାକୁ ଶୀଘ୍ର ଖାଇବାର ଥିଲା । ସକାଳ ହେବା ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରିକୁ ନିଜ ଘରୁ ବାହାରକୁ ଗୋଡ଼ କାଢ଼ିବାର ନ ଥିଲା ।—ଯାତ୍ରା ୧୨:୯-୧୧, ୨୨.

ଆଜି କେଉଁ କେଉଁ ଉପାୟରେ ଆଜ୍ଞା ମାନିବା ଦ୍ୱାରା ଆମକୁ ସୁରକ୍ଷା ମିଳେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ