ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୧୫
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୧୫

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ

ବାଇବଲ ବିଦ୍ୟାର୍ଥୀମାନଙ୍କ ସହ ଯାହା ଆମେ ଅଧ୍ୟୟନ କରୁ, ତାହା ଯଥେଷ୍ଟ ନୁହେଁ । ସେମାନେ ନିଜେ ମଧ୍ୟ ଅଧ୍ୟୟନ କରିବା ଶିଖିବା ଉଚିତ୍‌ । ତେବେ ଯିହୋବାଙ୍କ ସହ ତାଙ୍କ ସମ୍ପର୍କ ମଜବୁତ୍‌ ହେବ ଓ ସେମାନେ ଆହୁରି ଉନ୍ନତି କରିପାରିବେ ।—ମାଥି ୫:୩; ଏବ୍ରୀ ୫:୧୨–୬:୨.

ଆରମ୍ଭରୁ ନିଜ ବିଦ୍ୟାର୍ଥୀମାନଙ୍କୁ ବାଇବଲ ଅଧ୍ୟୟନର ପ୍ରସ୍ତୁତି କରିବା ଶିଖାନ୍ତୁ ଓ ଏପରି କରିବା ପାଇଁ ସବୁବେଳେ ଉତ୍ସାହିତ କରନ୍ତୁ । (ସ.ପୁ ୧୮, ୦୩ ପୃ ୬) ସେମାନଙ୍କୁ କହନ୍ତୁ ଯେ ଯେତେବେଳେ ସେମାନେ ନିଜେ ଅଧ୍ୟୟନ କରନ୍ତି, ସେତେବେଳେ ପ୍ରଥମେ ପ୍ରାର୍ଥନା କରନ୍ତୁ । ସେମାନଙ୍କୁ ଆମ ୱେବସାଇଟ୍‌ ଓ ଆପ୍‌ରେ ଦିଆଯାଇଥିବା ପ୍ରକାଶନ ବ୍ୟବହାର କରିବା ଶିଖାନ୍ତୁ । ସେମାନଙ୍କୁ କହନ୍ତୁ ଯେ ସେମାନେ ୱେବସାଇଟ୍‌ ଉପରେ “ଦେଖ କʼଣ ନୂଆ ଅଛି” ଭାଗକୁ ଦେଖୁଥାନ୍ତୁ । ତାʼପରେ ସେମାନଙ୍କୁ ଶିଖାନ୍ତୁ ଯେ ସେମାନେ କିପରି ପ୍ରତିଦିନ ବାଇବଲ ପଢ଼ିପାରିବେ, ସଭାଗୁଡ଼ିକର ପ୍ରସ୍ତୁତି କରିପାରିବେ ଏବଂ ନିଜେ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିପାରିବେ । ସେମାନଙ୍କୁ ଚିନ୍ତନ କରିବା ପାଇଁ ମଧ୍ୟ ଶିଖାନ୍ତୁ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧୟନ କରିବା ପାଇଁ ଶିଖା” ଭିଡିଓର ଏକ ଦୃଶ୍ୟ । ନତା କହନ୍ତି ଯେ ତାଙ୍କୁ ସେହି କଥାଗୁକ ମନେ ଅଛି ଯାହା ତା ଦୟକୁ ଛୁଇଁଗଲା ।

    ନୀତା ନମ୍ରତାଙ୍କୁ କିପରି ବୁଝାଇଲେ ଯେ କେବଳ ଉତ୍ତର ଖୋଜିବା ଯଥେଷ୍ଟ ନୁହେଁ ?

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧୟନ କରିବା ପାଇଁ ଶିଖା” ଭିଡିଓର ଏକ ଦୃଶ୍ୟ । ନୀତା ନତାଙ୍କୁ ଶାସ୍ତ୍ରରୁ ଉତ୍ତର ଖୋଜିବାରେ ସାହାଯ୍ୟ କରୁଛନ୍ତି ।

    ଯିହୋବା ଯୌନ ଅନୈତିକତା ବିଷୟରେ ଯେଉଁ ଆଜ୍ଞା ଦେଇଛନ୍ତି, ତାହା ଠିକ୍‌ ବୋଲି ନମ୍ରତାଙ୍କୁ କିପରି ବିଶ୍ୱାସ ହେଲା ?

  • “ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିଗତ ଅଧୟନ କରିବା ପାଇଁ ଶିଖା” ଭିଡିଓର ଏକ ଦୃଶ୍ୟ । ନତା ତାଙ୍କ ପରୁଷ ସାଙ୍ଗ ପାଖରେ ବସି ଶାସ୍ତ୍ର ଉପରେ ଚିନ୍ତନ କରୁଛନ୍ତି ।

    ବିଦ୍ୟାର୍ଥୀମାନଙ୍କୁ ଅଧ୍ୟୟନ କରିବା ଓ ଶିଖିଥିବା କଥାଗୁଡ଼ିକୁ ମାନିବା ପାଇଁ ଶିଖାନ୍ତୁ

    ଚିନ୍ତନ କରିବାର ଅର୍ଥ କʼଣ ଏ ବିଷୟରେ ନମ୍ରତା କʼଣ ଶିଖିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ