ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୭
  • ଯିହୋବା ଆପଣଙ୍କୁ ଅଟଳ ପ୍ରେମ କରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଆପଣଙ୍କୁ ଅଟଳ ପ୍ରେମ କରନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ପରମେଶ୍ୱରଙ୍କ ସଙ୍ଗଠନର ସୁରକ୍ଷାରେ ରୁହନ୍ତୁ
    ପ୍ରହରୀଦୁର୍ଗ—୧୯୯୮
  • ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ବଜାୟ ରଖିବା ବିଶ୍ୱାସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୭
ଭାଇଭଉଣୀମାନେ ରିଲଫ୍‌ ସାମ ସହ ରାଜ୍ୟଘର ବାହାରେ ଠିଆ ହୋଇଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ଆପଣଙ୍କୁ ଅଟଳ ପ୍ରେମ କରନ୍ତି

ଯିହୋବା ଆପଣଙ୍କୁ ବହୁମୂଲ୍ୟ ମନେକରନ୍ତି । (ଯିଶା ୪୩:୪) ସେ ଆପଣଙ୍କୁ ନିଜ ଆଡ଼କୁ ଟାଣିଛନ୍ତି ଓ ଆପଣଙ୍କୁ ନିଜ ସଂଗଠନର ଭାଗ କରିଛନ୍ତି । ଯେବେଠାରୁ ଆପଣଙ୍କ ସମର୍ପଣ ଓ ବାପ୍ତିସ୍ମ ହୋଇଛି ଆପଣ ଯିହୋବାଙ୍କର ହୋଇଯାଇଛନ୍ତି । ସେଥିପାଇଁ ସେ ସମସ୍ୟାଗୁଡ଼ିକରେ ମଧ୍ୟ ଆପଣଙ୍କ ଯତ୍ନ ରଖିବେ । ସେ ନିଜ ସଂଗଠନ ଜରିଆରେ ଆପଣଙ୍କୁ ଅଟଳ ପ୍ରେମ କରିବେ ।—ଗୀତ ୨୫:୧୦.

କିଛି ସମୟ ପୂର୍ବରୁ ଘଟିଥିବା ପ୍ରାକୃତିକ ବିପତ୍ତି ସମୟରେ ସଂଗଠନ ଭାଇଭଉଣୀଙ୍କୁ ବହୁତ ସାହାଯ୍ୟ କରିଛି । ସଂଗଠନ ସେହି ଭାଇଭଉଣୀଙ୍କୁ କିପରି ସାହାଯ୍ୟ କରିଛି, ଏହା ଉପରେ ଧ୍ୟାନ ଦେବା ଦ୍ୱାରା ଆମର ବିଶ୍ୱାସ ବଢ଼ିବ ଯେ ଯିହୋବା ଆମକୁ ଅଟଳ ପ୍ରେମ କରନ୍ତି ।

୨୦୧୯ର ପ୍ରବନ୍ଧକ ସମିତି ରିପୋର୍ଟ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଗୋଟିଏ ଭିଡିଓର ଦୃଶ୍ୟ “୨୦୧୯ ସଂଯୋଜକ ସମିତି ରିପୋର୍ଟ ।” ରିଲିଫ୍‌ କମିଟିର ଭାଇମାନେ ତିକ ବିପତ୍ତିରେ ଭାବିତ ଭାଇଭଉଣୀମାନଙ୍କ ସହ କଥା ହେଉଛନ୍ତି ।

    ପ୍ରବନ୍ଧକ ସମିତି କୌଣସି ବିପତ୍ତି ପାଇଁ ଶାଖା କାର୍ଯ୍ୟାଳୟକୁ କିପରି ପ୍ରସ୍ତୁତ କରିଥାଏ ?

  • ଗୋଟିଏ ଭିଡିଓର ଦୃଶ୍ୟ “୨୦୧୯ ସଂଯୋଜକ ସମିତି ରିପୋର୍ଟ ।” ଭାଇମାନେ ଇଣ୍ଡୋନେସିଆରେ ତିକ ବିପତ୍ତିରେ କ୍ଷତି ହୋଇଯାଇଥିବା ଘରକୁ ପୁଣିଥରେ ତିଆରି କରୁଛନ୍ତି ।

    ଇଣ୍ଡୋନେସିଆ ଓ ନାଇଜେରିଆରେ ଯିହୋବାଙ୍କ ସଂଗଠନ ବିପତ୍ତି ସମୟରେ କେଉଁ ପରାମର୍ଶ ଦେଲେ ଏବଂ ରିଲିଫ୍‌ ଜିନିଷ କିପରି ପହଞ୍ଚାଇଲେ ?

  • ଗୋଟିଏ ଭିଡିଓର ଦୃଶ୍ୟ “୨୦୧୯ ସଂଯୋଜକ ସମିତି ରିପୋର୍ଟ ।” ଜଣେ ନର୍ସ ରୋଗୀକୁ ଷ୍ଟେଥୋସ୍କୋପ୍‌ ଦାରା ପରୀକ୍ଷା କରୁଛନ୍ତି ।

    କୋଭିଡ୍‌-୧୯ ମହାମାରୀ ସମୟରେ ସଂଗଠନ ଯେଭଳି ଭାବେ ପଦକ୍ଷେପ ନେଲା, ସେ ବିଷୟରେ ଆପଣଙ୍କୁ କେଉଁ କଥା ଭଲ ଲାଗିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ