ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୧୪
  • ପ୍ରାର୍ଥନା ଯୋଗୁଁ ଯିହୋବା ପଦକ୍ଷେପ ନେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରାର୍ଥନା ଯୋଗୁଁ ଯିହୋବା ପଦକ୍ଷେପ ନେଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ତମ ପୁଅକୁ କୋଳରେ ଉଠାଇ ନିଅ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ଅସମ୍ଭବକୁ ସମ୍ଭବ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୧୪
ରାଜା ହିଜକୀୟ ବେମାର ଅଛନ୍ତି ଓ ବିଛଣାରେ ଶୋଇ ଯିହୋବାଙ୍କୁ ର୍ଥନା କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରାର୍ଥନା ଯୋଗୁଁ ଯିହୋବା ପଦକ୍ଷେପ ନେଲେ

ଯିହୋବା ହିଜକୀୟଙ୍କୁ କହିଲେ ଯେ ତାଙ୍କ ରୋଗ ଠିକ୍‌ ହେବ ନାହିଁ (୨ରାଜା ୨୦:୧; ଯିଶାଇୟ-୧ ପୃ ୩୯୪ ¶୨୩)

ବିଶ୍ୱସ୍ତ ହିଜକୀୟ କାନ୍ଦି କାନ୍ଦି ଯିହୋବାଙ୍କୁ ଗୁହାରି କଲେ (୨ରାଜା ୨୦:୨, ୩; ପ୍ର୧୭.୦୩-ହି ପୃ ୨୧ ¶୧୬)

ହିଜକୀୟ ପ୍ରାର୍ଥନା କରିବା ଯୋଗୁଁ ଯିହୋବା ତାଙ୍କୁ ଠିକ୍‌ କରିଦେଲେ (୨ରାଜା ୨୦:୪-୬; ପ୍ର୦୩-ହି ୧୦/୧ ପୃ ୪ ¶୧)

ଆମ ପ୍ରାର୍ଥନା ଯୋଗୁଁ ଯିହୋବା ହୁଏତ ତାହା କରିପାରନ୍ତି, ଯାହା ସେ ପୂର୍ବେ କରିବା ପାଇଁ ଭାବି ନ ଥିବେ । ତାହେଲେ ଏହି ଘଟଣାରୁ ଆପଣ ଲଗାତାର ପ୍ରାର୍ଥନା କରିବା ବିଷୟରେ କʼଣ ଶିଖିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ