ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଜୁନ୍‌ ପୃଷ୍ଠା ୩୨
  • “ପ୍ରହରୀଦୁର୍ଗରେ” ଆସୁଥିବା ଅନ୍ୟ ଲେଖା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ପ୍ରହରୀଦୁର୍ଗରେ” ଆସୁଥିବା ଅନ୍ୟ ଲେଖା
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ପ୍ରାୟ ସମାନ ଲେଖା
  • ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଜୁନ୍‌ ପୃଷ୍ଠା ୩୨

ପ୍ରହରୀଦୁର୍ଗରେ ଆସୁଥିବା ଅନ୍ୟ ଲେଖା

ଅନେକ ପ୍ରଚାରକ ସଭାର ପ୍ରସ୍ତୁତି JW ଲାଇବ୍ରେରୀ ଆପ୍‌ରେ କରନ୍ତି । ସେମାନେ ଏଥିରେ ସହଜରେ ପ୍ରହରୀଦୁର୍ଗର ସେହି ଲେଖା ଖୋଲିପାରନ୍ତି, ଯାହାର ସପ୍ତାହର ଶେଷରେ ଅଧ୍ୟୟନ କରାଯାଏ । କିନ୍ତୁ ପ୍ରହରୀଦୁର୍ଗର ଅଧ୍ୟୟନ ସଂସ୍କରଣରେ ଅଧ୍ୟୟନ ଲେଖାଗୁଡ଼ିକ ସହ ଅନ୍ୟ ଲେଖା ବି ଆସେ । ଏଥିରେ ମଧ୍ୟ ବାଇବଲ ଆଧାରିତ ବଢ଼ିଆ ତଥ୍ୟ ଦିଆଯାଇଥାଏ । ଆପଣ ଏହି ଲେଖା JW ଲାଇବ୍ରେରୀ ଆପ୍‌ରେ କିପରି ଖୋଲିପାରିବେ ଓ ଏଗୁଡ଼ିକୁ ପଢ଼ିପାରିବେ ?

  • ପ୍ରହରୀଦୁର୍ଗର ପ୍ରତି ଅଧ୍ୟୟନ ଲେଖାର ଶେଷରେ “ଆହୁରି ପଢ଼ିବା ପାଇଁ” ନାମକ ଉପଶୀର୍ଷକ ଥାଏ । ତାʼତଳେ ଦିଆଯାଇଥିବା ଲିଙ୍କ “ଏହି ସଂଖ୍ୟାର ଅନ୍ୟ ଲେଖା” ଉପରେ କ୍ଲିକ୍‌ କରନ୍ତୁ । ତାʼପରେ ବିଷୟ ସୂଚୀ ଖୋଲିବ ଯେଉଁଥିରେ ଅଧ୍ୟୟନ ଲେଖାଗୁଡ଼ିକର ନାମ ଓ ନମ୍ବର ଦିଆଯାଇଥିବ । ତାʼଛଡ଼ା ସେହି ସୂଚୀରେ ଦିଆଯାଇଥିବା ଅନ୍ୟ ଲେଖା ପଢ଼ିବା ପାଇଁ ସେଗୁଡ଼ିକର ଶୀର୍ଷକ ଉପରେ କ୍ଲିକ୍‌ କରନ୍ତୁ ।

  • JW ଲାଇବ୍ରେରୀ ଆପ୍‌ର ମୁଖ୍ୟ ପେଜ୍‌ରେ (Home) “ନୂଆ କʼଣ ଅଛି” ଭାଗରେ ଯେବେ ଆପଣଙ୍କୁ ପ୍ରହରୀଦୁର୍ଗର କୌଣସି ନୂଆ ସଂଖ୍ୟା ଦେଖାଯାଏ, ତେବେ ତାହାକୁ ଡାଉନଲୋଡ୍‌ କରିନିଅନ୍ତୁ । ତାʼପରେ ତାହାକୁ ଖୋଲି ବିଷୟ ସୂଚୀକୁ ଦେଖନ୍ତୁ ଓ ଦେଖନ୍ତୁ ଯେ ସେଥିରେ କେଉଁ କେଉଁ ଲେଖା ଅଛି, ଯାହାଦ୍ୱାରା ଆପଣ ସବୁ ଲେଖାକୁ ପଢ଼ିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ