ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ଏହି ସପ୍ତାହ
୨୧-୨୭ ଜୁଲାଇ
ଜୀବନ ଓ ସେବା ସଭା ପୁସ୍ତିକା—୨୦୨୫ | ଜୁଲାଇ

୨୧-୨୭ ଜୁଲାଇ

ହିତୋପଦେଶ ୨୩

ଗୀତ ୯୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ମଦ ପିଇବା ବିଷୟରେ ପରାମର୍ଶ

(୧୦ ମି.)

ଯଦି ଆପଣ ମଦ ପିଇବାର ନିଷ୍ପତ୍ତି ନେଇଛନ୍ତି, ତାହେଲେ ଅତ୍ୟଧିକ ପିଅନ୍ତୁ ନାହିଁ (ହିତୋ ୨୩:୨୦, ୨୧; ପ୍ର୦୪-ହି ୧୨/୧ ପୃ ୧୯-୨୦ ¶୫-୬)

ମନେ ରଖନ୍ତୁ ଯେ ଅତ୍ୟଧିକ ମଦ ପିଇଲେ, ଏହାର ଖରାପ ପରିଣାମ ହୁଏ (ହିତୋ ୨୩:୨୯, ୩୦, ୩୩-୩୫; ଇନସାଇଟ୍‌-୧ ପୃ ୬୫୬)

ଏପରି ଲାଗିପାରେ ଯେ ଅତ୍ୟଧିକ ମଦ ପିଇବାରେ କୌଣସି କ୍ଷତି ନାହିଁ, କିନ୍ତୁ ଏହି ଫାନ୍ଦରେ ପଡ଼ନ୍ତୁ ନାହିଁ (ହିତୋ ୨୩:୩୧, ୩୨)

ଜଣେ ଭଉଣୀ ସୋଫାରେ ବସିଛନ୍ତି ଏବଂ ଦୂରରେ ରଖାଯାଇଥିବା ମଦ ବୋତଲକୁ ଦେଖୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୨୩:୨୧—ପେଟୁକ ଓ ମୋଟାପଣ ମଧ୍ୟରେ ପାର୍ଥକ୍ୟ କʼଣ ? (ପ୍ର୦୪-ହି ୧୧/୧ ପୃ ୩୧ ¶୨)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୨୩:୧-୨୪ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୫ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ କହନ୍ତୁ ଯେ ବାଇବଲ ଅଧ୍ୟୟନ କିପରି କରାଯାଏ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ନିଜ ବିଦ୍ୟାର୍ଥୀର ଉତ୍ସାହ ବଢ଼ାନ୍ତୁ ଓ ତାକୁ କହନ୍ତୁ ଯେ ସେ ଏପରି କାମ କରିବା ବନ୍ଦ କରିଦେଉ, ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି ନାହିଁ । (ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୫

୭. କʼଣ ମୋତେ ଅତିଥିମାନଙ୍କୁ ମଦ ଦେବା ଉଚିତ୍‌ ?

(୮ ମି.) ଆଲୋଚନା ।

ଯେବେ କେହି ପାର୍ଟି ଦିଅନ୍ତି, ଯେପରି ବିବାହର ଭୋଜି, ସେସମୟରେ କʼଣ ତାଙ୍କୁ ଅତିଥିମାନଙ୍କୁ ମଦ ଦେବା ଉଚିତ୍‌ ? ଏହି ନିଷ୍ପତ୍ତି ତାଙ୍କୁ ନିଜେ ନେବା ଉଚିତ୍‌ । କିନ୍ତୁ ଏପରି କରିବା ପୂର୍ବରୁ ତାଙ୍କୁ ବାଇବଲର ସିଦ୍ଧାନ୍ତଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ ଏବଂ ପରିସ୍ଥିତିକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍‌ ।

ଜଣେ ପୁଅଝିଅ ଯାହାଙ୍କର ନିର୍ବନ୍ଧ ହୋଇସାରିଛି, ସେମାନେ ଏବିଷୟରେ କଥା ହେଉଛନ୍ତି ଯେ ସେମାନେ ନିଜ ବିବାହରେ ମଦର ବ୍ୟବସ୍ଥା କରିବେ ନା ନାହିଁ । ସେମାନଙ୍କ ସାମନାରେ ବାଇବଲ ଖୋଲା ଅଛି ଏବଂ ଗୋଟିଏ ଟ୍ୟାବଲେଟରେ ବିଭିନ୍ନ ପ୍ରକାରର ମଦ ବୋତଲ ଦେଖାଯାଇଛି ।

କ’ଣ ଅତିଥିମାନଙ୍କୁ ମଦ ଦେବା ଠିକ୍‌ ହେବ ? ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆଗକୁ ଦିଆଯାଇଥିବା ପଦଗୁଡ଼ିକ ସାହାଯ୍ୟରୁ ଜଣେ ବ୍ୟକ୍ତି କିପରି ନିଷ୍ପତ୍ତି ନେଇପାରିବ ଯେ ଅତିଥିମାନଙ୍କୁ ମଦ ଦେବା ଠିକ୍‌ ହେବ ନା ନାହିଁ ?

    • ଯୋହ ୨:୯—ଯୀଶୁ ଗୋଟିଏ ବିବାହରେ ପାଣିକୁ ଦ୍ରାକ୍ଷାରସରେ ପରିଣତ କରିଦେଲେ ।

    • ୧କରି ୬:୧୦—“ମତୁଆଳ . . . ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।”

    • ୧କରି ୧୦:୩୧, ୩୨—‘ତୁମ୍ଭେମାନେ ଭୋଜନ କର କି ପାନ କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର । କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ ।’

  • ତାଙ୍କୁ କେଉଁ ପରିସ୍ଥିତିକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍‌ ?

  • ଆମକୁ କାହିଁକି ନିଜର ‘ଭାବିବାର ଦକ୍ଷତାକୁ’ ବ୍ୟବହାର କରି ବାଇବଲର ଅଲଗା ଅଲଗା ସିଦ୍ଧାନ୍ତଗୁଡ଼ିକ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉଚିତ୍‌ ?—ରୋମୀ ୧୨:୧ NWT; ଉପ ୭:୧୬-୧୮.

୮. ମଣ୍ଡଳୀର ଆବଶ୍ୟକତା

(୭ ମି.)

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୨, ଭାଗ ୨ରେ କʼଣ ଅଛି ଏବଂ ପାଠ ୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୪୦ ଏବଂ ପ୍ରାର୍ଥନା

ବିଷୟ ସୂଚୀ
ପ୍ରହରୀଦୁର୍ଗ (ଅଧ୍ୟୟନ)—୨୦୨୫ | ମେ

ଅଧ୍ୟୟନ ଲେଖା ୨୦: ୨୧-୨୭ ଜୁଲାଇ, ୨୦୨୫

୮ ଯିହୋବା ଆମକୁ ନିଶ୍ଚୟ ସାନ୍ତ୍ୱନା ଦେବେ

ଆହୁରି ଜାଣିବା ପାଇଁ

ଏହି ପ୍ରହରୀଦୁର୍ଗରେ ଥିବା ଅନ୍ୟ ଲେଖାଗୁଡ଼ିକ

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ