ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୫
  • ଚିନ୍ତା କରିବା ବନ୍ଦ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିନ୍ତା କରିବା ବନ୍ଦ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • “ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆପଣଙ୍କ ବାପାମାଆଙ୍କ ଭଲ ଉଦାହରଣ ନ ଥିବା ସତ୍ତ୍ୱେ ଆପଣ ଯିହୋବାଙ୍କ ସେବା କରିପାରିବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଅଟଳ ପ୍ରେମ କରିବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଚିନ୍ତା କରିବା ବନ୍ଦ କରନ୍ତୁ

ପାର୍ବତ୍ୟ ଉପଦେଶରେ ଯୀଶୁ ଖ୍ରୀଷ୍ଟ କହିଥିଲେ, “ତୁମ୍ଭମାନଙ୍କ ଜୀବନ ନିମନ୍ତେ . . . ଚିନ୍ତା କର ନାହିଁ।” (ମାଥି ୬:୨୫) ଶୟତାନର ଏହି ଜଗତରେ ଆମେ ମଣିଷମାନେ ଅନେକ ଥର ନାନା ଚିନ୍ତାରେ ପଡ଼ିଥାଉ ଏବଂ ଏହା ସ୍ୱାଭାବିକ। କିନ୍ତୁ, ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ। (ଗୀତ ୧୩:୨) କାହିଁକି? ଆହାର କିମ୍ବା ପୋଷାକ ଭଳି ଅତି ଜରୁରୀ ଜିନିଷ ହେଉ ନା କାହିଁକି, ଯଦି ଆମେ କୌଣସି ବିଷୟରେ ଅତ୍ୟଧିକ ଚିନ୍ତା କରୁ, ତେବେ ଈଶ୍ୱରଙ୍କ ରାଜ୍ୟକୁ ଜୀବନରେ ପ୍ରଥମ ସ୍ଥାନ ଦେବା ଆମ ପାଇଁ କଷ୍ଟକର ହୋଇପାରେ। (ମାଥି ୬:୩୩) ଯୀଶୁ ଆଗକୁ ଯାହା କହିଲେ, ତାକୁ ମାନିବା ଦ୍ୱାରା ଆମେ ଅତ୍ୟଧିକ ଚିନ୍ତା କରିବାଠାରୁ ଦୂରେଇ ରହିପାରିବା।

  • ମାଥି ୬:୨୬—ପକ୍ଷୀମାନଙ୍କୁ ଧ୍ୟାନ ଦେଇ ଦେଖିବା ଦ୍ୱାରା ଆମେ କʼଣ ଶିଖିପାରିବା? (ପ୍ର୧୬.୦୭-ହି ୯-୧୦ ¶୧୧-୧୩)

  • ମାଥି ୬:୨୭—ଚିନ୍ତାରେ ବୁଡ଼ି ରହିବା ଦ୍ୱାରା ଶକ୍ତି ଓ ସମୟ କିପରି ନଷ୍ଟ ହୁଏ? (ପ୍ର୦୫-ହି ୧୧/୧ ୨୨ ¶୫)

  • ମାଥି ୬:୨୮-୩୦—କ୍ଷେତ୍ରର ପୁଷ୍ପଗୁଡ଼ିକଠାରୁ ଆମେ କʼଣ ଶିଖିପାରିବା? (ପ୍ର୧୬.୦୭-ହି ୧୦-୧୧ ¶୧୫-୧୬)

  • ମାଥି ୬:୩୧-୩୨—ଖ୍ରୀଷ୍ଟିୟାନମାନେ ଜଗତର ଲୋକମାନଙ୍କଠାରୁ କେଉଁ ଅର୍ଥରେ ଭିନ୍ନ ଅଟନ୍ତି? (ପ୍ର୧୬.୦୭-ହି ୧୧ ¶୧୭)

ମୁଁ କେଉଁ ବିଷୟଗୁଡ଼ିକ ଉପରେ ଚିନ୍ତା କରିବା ବନ୍ଦ କରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ